Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Pranati Jena

Inspirational Others


4.0  

Pranati Jena

Inspirational Others


ନିତ୍ୟ ଆନନ୍ଦ

ନିତ୍ୟ ଆନନ୍ଦ

1 min 144 1 min 144

ଭୋଗ ର ଆସକ୍ତି ରୁ ମୋହ ର ସୃଷ୍ଟି.. !!କାମନା, ବାସନା ର ନିଆଁ ରେ ମାୟାମୃଗ ପରି ଧାବ ମାନ ଏ ସମାଜ... !! ସୁଖ ର ପ୍ରାଚୁଯ୍ୟ ରେ ବୁଡି ରହିବାର ଶତତ ପ୍ରୟାସ ରେ ଜୀବନ ଆଜି ବ୍ୟସ୍ତ... !! ନା ଅଛି ସୁଖ, ନା ଶାନ୍ତି... !! ତଥାପି ନିଘା ନାହିଁ ଅଳପ ଜୀବନ ର ଭୋଗ ଭିତରେ ସାଉଁଟି ହେଉଥିବା ପ୍ରାର୍ଥିବ ପ୍ରାଣ କୁ.. !! 

   ସୁଦୂର ପ୍ରସାରି ତ୍ୟାଗ ର ମହାତ୍ମ.. !! ପ୍ରଶାନ୍ତି ର ଫଲ୍ଗୁ ଆଜି ସ୍ୱାର୍ଥ ପାଇଁ, ଅନ୍ୟ ର ଭଲ କୁ ଗ୍ରହଣ ନ କରିବାର ଯନ୍ତ୍ରଣା ରେ ଛଟ, ପଟ.. !! 

ମାୟା ବନ୍ଧନ ରେ ଆତ୍ମାପକ୍ଷୀ ର ନିରାସକ୍ତ ହେବା ର ପ୍ରୟାସ ଆଜି ମରୀଚିକା ପରି... !! ନିତ୍ୟ ଆନନ୍ଦ କେବଳ ଶରଣ ରେ ହିଁ ପ୍ରାପ୍ତି ହୁଏ.. !! 


Rate this content
Log in

More oriya story from Pranati Jena

Similar oriya story from Inspirational