ସେ ଓ ମୁଁ
ସେ ଓ ମୁଁ


ତୁମେ କୁହ ମୁଁ ଗୋଟେ ଦୁଷ୍ଟ ମେଘ । ମୁଁ କୁହେ ମୁଁ ଗୋଟିଏ ଚଗଲା ଭସା ମେଘ । ତୁମକୁ ଓଦା କରି ଚଟ କରି ଚାଲିଯାଏ । ଅନାମିକା ସବୁବେଳେ ଏମିତି ପରଗଳ୍ଭ ମୁଁ ସବୁବେଳେ ଚୁପଚାପ । କେଵବ ମନ କଥା ଖୋଲି କହିପାରେନି । ସେଥିପାଇଁ ସେ ମୋ ହାତ ଛାଡି ଚାଲିଗଲା । ସେ ମୋ ସହ ଏମିତି କେମିତି କଲା ଆଜିଯାଏ ମୁଁ ବୁଝିପାରୁନି। କେତେ ଅନୁଭବ ଅଛି ଆମର । ପରସ୍ପର ପ୍ରତି କେତେ ଶ୍ରଦ୍ଧା ବନ୍ଧୁତା ଥିଲା । ସେ ସବୁ କଣ ମିଛ ଥିଲା । ମୁଁ ଏବେ ବି ଦ୍ୱନ୍ଦ ରେ ଅଛି ।