Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Reeta aparajeeta Mohanty

Tragedy


5.0  

Reeta aparajeeta Mohanty

Tragedy


ସେ ଓ ମୁଁ

ସେ ଓ ମୁଁ

1 min 371 1 min 371

ତୁମେ କୁହ ମୁଁ ଗୋଟେ ଦୁଷ୍ଟ ମେଘ । ମୁଁ କୁହେ ମୁଁ ଗୋଟିଏ ଚଗଲା ଭସା ମେଘ । ତୁମକୁ ଓଦା କରି ଚଟ କରି ଚାଲିଯାଏ । ଅନାମିକା ସବୁବେଳେ ଏମିତି ପରଗଳ୍ଭ ମୁଁ ସବୁବେଳେ ଚୁପଚାପ । କେଵବ ମନ କଥା ଖୋଲି କହିପାରେନି । ସେଥିପାଇଁ ସେ ମୋ ହାତ ଛାଡି ଚାଲିଗଲା । ସେ ମୋ ସହ ଏମିତି କେମିତି କଲା ଆଜିଯାଏ ମୁଁ ବୁଝିପାରୁନି। କେତେ ଅନୁଭବ ଅଛି ଆମର । ପରସ୍ପର ପ୍ରତି କେତେ ଶ୍ରଦ୍ଧା ବନ୍ଧୁତା ଥିଲା । ସେ ସବୁ କଣ ମିଛ ଥିଲା । ମୁଁ ଏବେ ବି ଦ୍ୱନ୍ଦ ରେ ଅଛି ।


Rate this content
Log in

More oriya story from Reeta aparajeeta Mohanty

Similar oriya story from Tragedy