Rajashree Swain

Romance

4.5  

Rajashree Swain

Romance

ସେ ଦୁହେଁ

ସେ ଦୁହେଁ

1 min
211


ତୁମେ ମୋତେ ଭଲପାଅ ନା ସତିସ୍ ।


ନା' ସିିିିପ୍ରା ।

ଭୁଲିଯାଅ ମୋତେ

ଦୂରେଇ ଯାଅ ପ୍ଲିଜ୍ । 


ମୁଁ ଚାହେଁନା ଆମ ପ୍ରେମ କଥା କେହି ଜାଣନ୍ତୁ ଗାଁରେ । ଚାହୁଁଁନି ତୁମ ଚରିତ୍ରକୁ ଆକ୍ଷେପ କରି କିଛି କହୁ କିଏ ?

ତୁମେ ଦୁନିଆର ସବୁଠାରୁ ଭଲ ଝିଅ ।

ତୁମ ପ୍ରତିି ଆଞ୍ଚ ଆସିଲେ ସହିପାରିବିନି ମୁଁ ।


ପ୍ଲିଜ୍ ସିପ୍ରା ଭୁଲି ଯାଅ ।


Rate this content
Log in

More oriya story from Rajashree Swain

Similar oriya story from Romance