The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ghanashyam Biswal

Tragedy

3  

Ghanashyam Biswal

Tragedy

ସ୍ୱାଧୀନତା -ଅଣୁ ଗଳ୍ପ

ସ୍ୱାଧୀନତା -ଅଣୁ ଗଳ୍ପ

1 min
300


ସେଦିନ ଥିଲା ଜାନୁଆରି ଛବିସ ତାରିଖ l ଆମ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ବଡ଼ ବଡ଼ ପାଟିରେ ଭାଷଣ ଦେଇ କହିଲେ,


ପିଲେ ଆଜି ହେଉଛି ଗଣତନ୍ତ୍ର ଦିବସ l ଆଜି ଆମେ ସମସ୍ତେ ନିଜକୁ ସ୍ୱାଧୀନ ମନେ କରୁ l ଆଜି ପରି ଏକ ପବିତ୍ର ଦିବସରେ ଆମ ଦେଶ ଭାରତ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ ହୋଇଥିଲା l ତୁମେ ଵି ଆଜି ପୁରା ସ୍ୱାଧୀନ l


କିଛି ସମୟ ପରେ ଗୁରୁଜୀ ଗୋଟିଏ ଲୁହର ପିଞ୍ଜରା ନେଇ ଆସିଲେ l ତାଙ୍କ ହାତରେ ହଳେ ଶୁଆଶାରୀ ଵି ଥିଲେ l ସେ ଜବରଦସ୍ତି ଦୁଇ ନିରୀହ ପକ୍ଷୀ ମାନଙ୍କୁ ପିଞ୍ଜରା ଭିତରେ ପୁରାଇଲେ ଓ ମନ ଖୁସିରେ ସାଇକେଲ ଚଳାଇ ତାଙ୍କ ଘର ଆଡ଼େ ଚାଲିଗଲେ l


Rate this content
Log in

More oriya story from Ghanashyam Biswal

Similar oriya story from Tragedy