Reeta aparajeeta Mohanty

Tragedy

5.0  

Reeta aparajeeta Mohanty

Tragedy

ରାକ୍ଷୀ

ରାକ୍ଷୀ

1 min
224


ଆଜି ସୁକାନ୍ତି ବହୁତ ଖୁସି । ତାଙ୍କ ଘରେ ବି ଖୁସିର ମାହୋଲ । ବାପା ଘରର ରଙ୍ଗ ଦେଖୁଛନ୍ତି । ବୋଉ ଖାଇବା ତିଆରି ରେ ବ୍ୟସ୍ତ ଭାତ,ମାଛ ବେଶର, ଆମ୍ବୁଲ ରାଇ,କ୍ଷୀରି, ଡ଼ାଲ ପୁରୀ,ଏମିତି କେତେ କଣ । ମୁଁ ଭାଇ ର dress ପତ୍ର ସବୁ ସଜାଡି ରଖୁଛି । ଭାଇ ମୋର ମିଲଟାରୀ ରେ ଚାକିରୀ କରେ । ଦି ବର୍ଷ ହେଲା ସେ ଆସିନଥିଲା । ଅନେକ ଦିନ ପରେ ସେ ଆସୁଛି । ଆମ ଘରେ ଦୀପାବଳି ପତି ମହୋଲ । ସବୁଠି ସଜାଡା ସଜାଡି ଚାଲିଛି । ସେ ଯେବେଠୁ ଗଲାଣି ଘର ପୁରା ଖାଁ ଖାଁ ଲାଗୁଛି । ଆମେ ମିଶିକି ଖେଳୁ ,ପଢୁ,ସିନେମା ବି ଦେଖୁ ବଡ଼ ଭାଇ ହେଲେ ସାଙ୍ଗ ପରି । ଅନେକ ଦିନ ପରେ ସେ ରାକ୍ଷୀ ବାନ୍ଧିବ ମୋ ହାତରୁ ମୋ ପାଦ ତଳେ ଲାଗୁନି ।


ସୁକାନ୍ତି ଡୋର ବେଲ କିଏ ବଜେଇଲା ଦେଖେ ତ ଭାଇ ବୋଧେ । ଏ କଣ ଏତେ ଅଫିସର ସମସ୍ତେ ଫୁଲ ଧରିଛନ୍ତି । ଭାଇ ଜାଗା ରେ ଭାଇର ଶବ ଆସେ । ମା ବେହୋସ ହେଇଯାଇଛି । ସେମାନେ ଓ ଆମ ସହର ଲୋକ ଭବ୍ୟ ସମlରୋହରେ ତା ପାର୍ଥିବ ଶରୀର କୁ ଅଗ୍ନି ରେ ପୋଡି ଥିଲେ ବି ସେ ଜନ ଚେତନା ରେ ଅମର ହେଇଗଲା । ସରକାର ବି ବହୁତ ସାହାଯ୍ୟ କରିଛି । ମୁଁ ମୋ ଭାଇକୁ ରାକ୍ଷୀ ବାନ୍ଧିପାରିଲିନି ସେଇ ମୋ ଦୁଃଖ ମୋ ପାଇଁ ସାରା ସେନା ଭାଇ ଓ ଆଖ ପାଖର ସମସ୍ତେ ଆମ ଭଲ ମନ୍ଦ ବୁଝନ୍ତି । ଭାଇ ର ପ୍ରେରଣା ରୁ ମୁଁ ବି ଆର୍ମି ରେ ଯୋଗ ଦେବି । ବୋଉ ଟିକେ ମନ ଦୁଃଖ କରୁଛି । ବାପା ବହୁତ ଖୁସି । ଆକାଶରୁ ଭାଇ ବି ମତେ ଆଶୀର୍ବାଦ ଦେଉଥିବ ।



Rate this content
Log in

Similar oriya story from Tragedy