STORYMIRROR

Prashant Mahanta

Abstract Classics Inspirational

3  

Prashant Mahanta

Abstract Classics Inspirational

ପ୍ରଶ୍ନ ଅନାୟାସର

ପ୍ରଶ୍ନ ଅନାୟାସର

1 min
205

ଏ ଚଲା ବାଟରେ ଆଶା ତ ଅସୁମାରୀ,

ସେଇ ଆକାଶ, ସେଇ ସାଗରକୁ ଏ ମନ ବାରମ୍ବାର ପ୍ରଶ୍ନ ହିଁ ପାଖରେ

କ'ଣ ଏ ଦୁନିଆରେ ଏହାହିଁ ଚାଲିବାକୁ ପଡ଼ିବ ?

ମୁଁ ବି ଜାଣିନି ବାସ୍ତବତା କ'ଣ.

ଉତ୍ତର ବାରମ୍ବାର "ମୁଁ " ମିଳିଲେ ବି ଜାଣିନି କାହିଁକି ଅପେକ୍ଷା ଥାଏ ଅନ୍ୟ ଏକ କାନ୍ଧକୁ , ଅନ୍ୟ ଏକ ଶବ୍ଦ ମାତ୍ରକୁ , ସ୍ଥିତି ର ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କୁ.

ଏ ପ୍ରଶ୍ନର ଉତ୍ତର କେବଳ ନିଜକୁ ହିଁ ଖୋଜିବାକୁ ହେବ

ପୁଣି ଦୁନିଆରେ "ମୁଁ " ଶବ୍ଦକୁ ନେଇକି ବଞ୍ଚିବାକୁ ହେବ।


Rate this content
Log in

Similar oriya story from Abstract