Sunanda Mohanty

Tragedy Classics Inspirational

2  

Sunanda Mohanty

Tragedy Classics Inspirational

ପ୍ରେରଣା ର ଉସ୍ଛାହ ଟିକେ ପ୍ରଶଂସା

ପ୍ରେରଣା ର ଉସ୍ଛାହ ଟିକେ ପ୍ରଶଂସା

1 min
77


ନାତି ସେଦିନ ଅଂକୁଥିବା ଚିତ୍ର ଗୁଡିକ ଦେଖି ସମେସ୍ତେ ହସୁଥିଲେ ତ ଜେଜେମା ତାକୁ ପ୍ରଶଂସା କରି କହିଥିଲେ ଅଣକୁଶଳୀ ହାତରେ ଯଦି ଏତେ ଚମତ୍କାର ତ କୁଶଳୀ ହେଲେ କେତେ ବଡ ଶିଳ୍ପୀ ହେବୁ ରେ ଧନ ତୁ ଦିନେ !

ସେହିଦିନୁ ସମେସ୍ତେ ଯିଏ ଯାହା କହୁ ସେ ଛବି ଆଙ୍କିଲେ ଜେଜେମା ଙ୍କୁ ଦେଖାଏ ପ୍ରଶଂସା ଟିକେ ପାଇ ପ୍ରେରଣା ବଢେଇବାକୁ ତ ଆଜି ସେ ବିରାଟ ଚିତ୍ରକର, ବହୁ କର୍ମଚାରୀ ତାର, ଯୋଉଦିନ ଶୋ ରୁମ ଉଦ୍ଘାଟନ କଲା ଜେଜେମାଆ ଙ୍କ ଅବିକଳ ନକଲ ଫୋଟଚିତ୍ର ଉପରେ ଫୁଲ ମାଳ ଦେବାକୁ ଭୁଲିନଥିଲା l


Rate this content
Log in

Similar oriya story from Tragedy