STORYMIRROR

Bishnoswari Patra

Tragedy Classics Fantasy

3  

Bishnoswari Patra

Tragedy Classics Fantasy

ପ୍ରେମ ଓ ପ୍ରେମିକା (ଭାଗ ୨)

ପ୍ରେମ ଓ ପ୍ରେମିକା (ଭାଗ ୨)

2 mins
203

ପ୍ରଭାସ ଓ ପ୍ରୀତି ଉଭୟଙ୍କ ମନ ପ୍ରାଣ ଥିଲା ଗୋଟିଏ।ଦୁହିଁଙ୍କର ଲକ୍ଷ୍ୟ ଉଦ୍ଦଶ୍ୟ ଭବନ ଚିନ୍ତାଧାରା ସବୁ ଏକ ।ଏକମାତ୍ର ଲକ୍ଷ୍ୟ ମୁକ୍ତ ଆକାଶର ବିହଙ୍ଗ ସଦୃଶ୍ୟ ଡେଣା ଝଡି ଉଡ଼ିବୁଲିବେ।ସ୍ବାଧୀନତାର ବଞ୍ଚିବେ।କିନ୍ତୁ ସ୍ବପ୍ନ ତାଙ୍କର ସ୍ବପ୍ନ ହୋଇରହିଥାଏ।ପ୍ରୀତିର କେବଳ ଗୋଟିଏ ଭାବନା ସ୍ବପ୍ନ ତାଙ୍କର କେବେ ସଫଳ ହେବନି ଆଉ ପ୍ରଭାସ ର କେବଳ ଗୋଟିଏ ଭବନ ସ୍ବପ୍ନ ତାଙ୍କର କେବେ ବିଫଳ ହେବନି। ଉଭୟେ ପରାଧିନତା ରୂପକ ଅନ୍ଧକାରରେ ବଞ୍ଚିବାକୁ ଲାଗିଛନ୍ତି, କେବଳ ଗୋଟିଏ ଉଦ୍ଧେଶ୍ୟ ନେଇ ଯେ ସେମାନେ ଦିନେ ସ୍ଵାଧୀନତା ରୂପକ ଆଲୋକରେ ନିଶ୍ଚୟ ଆଲୋକିତ ହେବେ।

  ପ୍ରଭାସକୁ ଘର,ପରିବାର ସମାଜ ସବୁ ଲାଗେ ପର ସେ କେବଳ ଆପଣାର ପରିକୁ ହିଁ ଚାହେଁ।ସତେ ଯେମିତି ସେ ପାରି ହିଁ ତା ଜୀବନର ହସଖୁସି  ସୁଖଶାନ୍ତି ସବୁକିଛି। ଭଗବାନଙ୍କ ପାଖରେ କେବଳ ଏତିକି ପ୍ରଥମ କରେ ଯେ ତା ପରୀକୁ ସ୍ଵାଧୀନତା ମିଲିଯାଉ ,ଆକାଶରେ ଡେଣା ଝଡି ଉଡ଼ିପରୁ, ସବୁବେଳେ ସେମତି ହସୁଥାଉ ।ହେଲେ ପ୍ରୀତି ପାଇଁ ତ ତା ଘର ମନ୍ଦିର। ତା ବାପ ମା ତାର ଦେବତା। ଆଉ ତା ଘର ପରିବାର ସମାଜ ତା ପାଇଁ ସବୁକିଛି। ପ୍ରୀତିର ଭଗବାନଙ୍କ ପାଖରେ ଏତିକି ପ୍ରଥାନ ଯେ ମତେ ଶକ୍ତି ଦିଆ,ସାହସ ଦିଅ ସାମର୍ଥ୍ୟ ଦିଅ ସେମିତି ମୁ ମୋ ପରିବାରର,ସମାଜର ସବୁ ଅନ୍ଧକାରକୁ ଦୂର କରି ଆଲୋକ ଭାରିପରିବି,ଆଉ ମୋ ଚଲାପଥ ଯେତେ କଣ୍ଟକ ଯୁକ୍ତ ହେଲେ ମଧ୍ୟ ତାକୁ ଅତିକ୍ରମ କରି ମୋ ଲକ୍ଷପଥରେ ପହଞ୍ଚିପରିବି।

    ହେଲେ ବୁଝିହୁଏ ନା ୟେ କେମିତିକା ସମ୍ପର୍କ । ପ୍ରୀତି ବୁଝିପରେନି ପ୍ରଭାସ କାହିଁ ଲାଗେ ଏତେ ନିଜର।ସତେ ଯେମିତି ରହିଛି କୋଉ ଯୁଗର ହୃଦୟର ସମ୍ପର୍କ।ପ୍ରୀତିର ନିଜଠୁଁ ବି ବେଶୀ ଭଲପାଏ ପ୍ରଭାସକୁ।ପ୍ରୀତି ଯେ ନିଆ ପାରି ଉତ୍ତ୍ୟକ୍ତ ଆଉ ପ୍ରଭାସ ଜଳ ପରି ସରଳ।ଏମାନଙ୍କୁ ଯେ ନିଆପାଣି ସହ ତୁଳନା କଲେ କିଛି ଅତୁକ୍ତି ହେବା ନାହିଁ। ପ୍ରୀତି ଟିକେ ଟିକେ କଥାରେ ରଗିଯାଏ ସିନା ହେଲେ ହୃଦୟର ଯେ କେତେ କୋମଳ, ପ୍ରଭାସ ଆଖିରୁ ଲୁହ ଝରିଲେ ପ୍ରୀତି ଛାତିରୁ ଲହୁ ଝରେ, ମନରେ ଖୁସି ହଜି ଯା ଏ ,ପ୍ରୀତି ଯଦି ଟିକେ ରାଗି ଯାଏ ପ୍ରଭାସ କଣ ଯେ କରିପକାଏ କିଛି ବୁଝିହୁଏନା।କିଏ ଜାଣିଛି ସେ ରଗରୁସା ଭିତରେ ଲୁଚିରହିଥିବା ଭଲପାଇବାକୁ।ବିଧିତ ବିଧାନ ଯେ କେତେ ବିଚିତ୍ର!କଣ ଝସ ଜଳ ବିନା ବଞ୍ଚିପରିବ।

  ଏମିତି ହସ ଲୁହ ଭିତରେ ବିତିଚଳିଛି ଦିନ। ଏମାନଙ୍କ ବିଶ୍ୱାସ ଯେ ଦିନେ ସ୍ଵାଧୀନତା ରୂପକ ଆଲୋକରେ ଆଲୋକିତ ହେବେ।ଆଲୋକ ରୂପକ ପୁଷ୍ପ ନିଶ୍ଚୟ ଦିନେ ବିକଶିତ ହେବା ଆଉ ପ୍ରଜାପତି ଉଡ଼ିବୁଲିବ ମଧୁ ସଂଗ୍ରହ କରିବା ପାଇଁ। ଏଣୁ ମୋ ଭାଷାରେ

        ପ୍ରଭାସପ୍ରୀତି ପୁଣି ପ୍ରେମ ଦୁହିଁଙ୍କର

        ନଛିଣ୍ଡୁ ଏ ରଜ୍ଜୁ ଯୁଗଜୁଗାନ୍ତର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy