JAMINEE JYOTI JENA

Tragedy

3  

JAMINEE JYOTI JENA

Tragedy

ମୂଲ୍ୟହୀନ ପ୍ରେମ

ମୂଲ୍ୟହୀନ ପ୍ରେମ

1 min
284


ଯେବେ ଯେବେ ତୁମ ସ୍ମୃତି ର ପୃଷ୍ଠା 


ଖୋଲି ବସେ ପଢିବାକୁ


 ସେବେ ସେବେ ତୁମ ପ୍ରତାରଣା ସ୍ମୃତି ଆସିଯାଏ ଆଖି ଆଗେ


ସାତ ବର୍ଷ ମୋର ମୂଲ୍ୟହୀନ କାହିଁ


ହେଇଗଲା ତୁମ ପାଇଁ


ଦୋଷ ନ କରି ମୁଁ ଦଣ୍ଡ ପାଏ କାହିଁ


ଖୁସି ଟିକେ ଆଶା କରି


ଚାତକ ପରି ମୁଁ କାହିଁ ଅନାଇ ରୁହେ


ତୁମ ପ୍ରେମ ରୂପ ବର୍ଷା ବିନ୍ଦୁ ର


ବର୍ଷା ଆସେ ପୁଣି ଆସେ ବସନ୍ତ


ହେଲେ ତୃଷ୍ଣା ମୋର ଭରେ ନାହିଁ


କେବେ ଥରେ ତୁମେ ଆସନ୍ତନାହିଁ


ମୋ ସ୍ବପ୍ନ ର ଝରକାରେ ପଚାରନ୍ତି ଗୋଟିଏ ପ୍ରଶ୍ନ


କଣ ମୋର ସାତ ବର୍ଷ ଥିଲା ମୂଲ୍ୟ ହୀନ?


ସିଧାକଥା ର ସରଳାର୍ଥ ଯେ ବୁଝାଇ ଦେଇ ସହଜରରେ


ଚାଲିଗଲା କେଉଁ ସହରୀ ଆଲୁଅର ସନ୍ଧାନରେ 


 ଖୋଜି ବୁଲୁଛି ଆଜି ଯାଏ ମୋର କାହିଁ ରହିଗଲା ଉଣା


ସହରୀ ଆଲୁଅ ମାଳରେ ହଜିଯାଇ ତୁମେ ଦେଇଗଲ ପ୍ରତାରଣା ।


#ସିଧାକଥା


Rate this content
Log in

Similar oriya story from Tragedy