ମାଆର ପାଦ
ମାଆର ପାଦ
ତୁ ମୋତେ ଭଲପାଉ ?
କ'ଣ ବିଶ୍ୱାସ ହେଉନି ?
କେତେ ? ଶରଧାବାଲି ପରି
ତା' ଠୁ କ'ଣ କିଛି ଅଧିକ ନାହିଁ
ସମୁଦ୍ର ?
ମାତ୍ର ! ଆଉ ବଡ ନାହିଁ
ମାଆର ପାଦ ତା'ଠୁ ଦୁନିଆରେ ଆଉ କିଛି ବଡ ନାହିଁ
ବାସ୍(ନିମ୍ନକଣ୍ଠରେ) ; ତୋ ପାଦର ଟିକେ ରେଣୁ ପାଇବା ପାଇଁ ସେହି ମାଆର ପାଦକୁ ମୋ ପାଦରେ ଆଡେଇ ଦେଇଛି ।
ତୁ ମୋତେ ଭଲପାଉ ?
କ'ଣ ବିଶ୍ୱାସ ହେଉନି ?
କେତେ ? ଶରଧାବାଲି ପରି
ତା' ଠୁ କ'ଣ କିଛି ଅଧିକ ନାହିଁ
ସମୁଦ୍ର ?
ମାତ୍ର ! ଆଉ ବଡ ନାହିଁ
ମାଆର ପାଦ ତା'ଠୁ ଦୁନିଆରେ ଆଉ କିଛି ବଡ ନାହିଁ.
ବାସ୍(ନିମ୍ନକଣ୍ଠରେ) ; ତୋ ପାଦର ଟିକେ ରେଣୁ ପାଇବା ପାଇଁ ସେହି ମାଆର ପାଦକୁ ମୋ ପାଦରେ ଆଡେଇ ଦେଇଛି
