ଭୁଲ କାହାର
ଭୁଲ କାହାର
1 min
205
ଶ୍ବେତା : ଏଇ ନେ କାର୍ଡ; ଆଠ ତାରିଖରେ ଆସିବୁ ।
ବାସନ୍ତୀ : ନିଶ୍ଚୟ, ନିଶ୍ଚୟ । ଭଲ ମଜା ହେବ । ଆଉ ସମସ୍ତଙ୍କୁ କାର୍ଡ ଦେଇସାରିଲୁଣି ! ହେଲେ, ତୋ ବାହାଘର ପରେ ମୁଁ ଏକା ହେଇଯିବି । ତୋତେ ବହୁତ ଖୋଜିବି ଲୋ ବହୁତ ମିସ୍ କରିବି !
ଶ୍ବେତା : ଆଲୋ, ନାଇଁ ମୋ ବାପାଙ୍କ..........
ବାସନ୍ତୀ : କ 'ଣ କହିଲୁ ମଉସା ? ହେଲେ ମାଉସୀ ତ ଅଛନ୍ତି, ତୁ ଟିକେ ମନା କରିପାରିଲୁନି, ଭାଇଙ୍କୁ କହିଲୁନି, ଟିକେ ତାଗିଦ୍ କରିଥାନ୍ତେ । ଏଇନା ମାଉସୀ କ'ଣ କରିବେ । ତମେମାନେ ମୁହଁ ଟେକି ବାଟ ଚାଲିପାରିବ ତ !
(ହଠାତ୍ ଶକ୍ତ ଚଟକଣିର ଶବ୍ଦ....)
ଶ୍ବେତା : ଆରେ ବାପାଙ୍କ ବଡ ଭାଇଙ୍କ ପୁଅର ବାହାଘର....।
