Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Akshayakumar Dash

Action Inspirational


3  

Akshayakumar Dash

Action Inspirational


ଲକ ଡାଉନ

ଲକ ଡାଉନ

1 min 173 1 min 173

ଜୀବନ କାଳ ଭିତରେ ମଣିଷ ବାନ୍ଧିହୋଇ ପଡିରହିବା ପିତାମ୍ବର କେବେ ଭୋଗିନଥିଲେ । ବାହାରକୁ ବୁଲିଯିବା ମନା । ବୃଦ୍ଧ ବୟସରେ ସାଙ୍ଗମାନଙ୍କ ସହିତ କିଛି ସମୟ ଆଳାପ କରିବାକୁ ମନ ଚାହେଁ । ଆଗରୁ ଭୋରୁ ପ୍ରାତଃ ଭ୍ରମଣ କରିବା ବେଳେ ସାଙ୍ଗମାନେ ଭେଟ ହୁଅନ୍ତି । ପାର୍କର ସେଇ ବରଗଛ ଚାନ୍ଦିନୀ ତଳେ ବସି ଘରଠାରୁ ଦିଲ୍ଲୀ ପଯ୍ୟନ୍ତ ଆଲୋଚନା ହୁଏ । କେଉଁ ଠାରେ କଣ ଘଟିଲା କିଏ ସରକାରୀ ଟଙ୍କା ମାରିଖାଇଲା, ସ୍ଥାନୀୟ ବିଧାୟକଙ୍କ ଚଞ୍ଚକତାକୁ ନେଇ ଆଲୋଚନା ହୁଏ । ଖାଲି ସେତିକି ନୁହେଁ, କବିତା ଆସରରେ ଢ଼ିପା ମାଷ୍ଟ୍ରେଙ୍କୁ କିମିତି ତାଙ୍କ ଜାଲ ଫୋପାଡ଼ି ମାଛ ଧରିବାର କାଇଦା ଜଣା ତାହାବି ଆଲୋଚନା ହୁଏ । ଏବେ ମାଷ୍ଟ୍ରେ ଆଉ ପାଦେ ଆଗେଇ କେତେକ ଜାଗାରେ କିମିତି କପଟ କରି ବାହା ବାହା ନେଉଛନ୍ତି ତାହାବି ଆଲୋଚନା ହୁଏ । ଅଧ ଘଂଟାଏ ଧରି ସମାଲୋଚନା ଆଲୋଚନା କାର୍ଯ୍ୟକ୍ରମ ଚାଲିଲା ପରେ ନିଜ ନିଜର ଘରକୁ ଫେରିବାକୁ ପଡେ ।ସେସବୁ ମାସେ ହେବ ବନ୍ଦ । କେବଳ ପରିବା ପତ୍ର ଓ ସୌଦାପତ୍ର ଆଣିବାକୁ ହେବ । ତାହାପୁଣି ସକାଳ ୭ଟାରୁ ଦିନ ଏଗାର ପଯ୍ୟନ୍ତ। ଭଲା କରିବକଣ ! ଘରେ ବସି ବସି ମୁଣ୍ଡ ଖରାପ ହେଉଛି। ସେଇ ଖବର କାଗଜଦେଖି ଦେଖି ସମୟ ଯାଉଛି ।



Rate this content
Log in

More oriya story from Akshayakumar Dash

Similar oriya story from Action