STORYMIRROR

Manjulata Das

Abstract

3  

Manjulata Das

Abstract

କର୍ମ ର ଫଳ

କର୍ମ ର ଫଳ

1 min
408

   ଗୋଟିଏ ଗାଁ ରେ ରହୁଥିଲେ ରବି । ତାଙ୍କର ଗୋଟିଏ ଗାଈ ଥିଲା।ଗାଈ ର ନାମ ଥିଲା ପାଟ। ଗାଈ ଟି ଧଳା ରଙ୍ଗର ଥିଲା।


      ଥରେ ରବି ତାର ଗାଈ କୁ ଜଙ୍ଗଲ କୁ ଚରାଇବାକୁ ନେଲା। ସେଠାରୁ ଫେରୁ ଫେରୁ ଗାଈଟିି ଏକ ବଡ଼ ଘଂଚ ଘାସ ବୁଦା ଥିଲା। ସେଠାରେ ସେ ଯାଇ ଘାସ ଖାଉଥାାଏ , ଏପଟେ ରବି ଯାଇ ତାର ଘରେ ପହଞ୍ଚିଲାଣି।


   ‌

       ସେପଟେ ଗାଈ ଘାସ ଖାଉଥିିବା ବେଳେ ଏକ ବିିିଶାଳ ବାଘ ଦେଖିଲା। ବାଘ କୁୁ ଦେଖି ଗାଈ ଭୟଭୀତ ହୋଇଗଲା। ଏବଂ ସେ ଏପଟେ ସେପଟ କୁ ଦୈାଡିଲା।


        ବାଘ କହିଲା ମୁଁ ଆଜି ବହୁତ ଭୋକିିିଲା ଅଛିି। ମୋର ଆଜି ପେଟ ପୁରିବ ,ଏହା କହି ସେ ଗାଈ ପଛରେ ଦୈଡିଲା। 


      ଗାଈ ଟିିଯାଇ ଗାଡିଆ ଭିତରକୁ ପସିଗଲା।ଗାଈ ପସିଗଲା ପରେ ବାଘ ମଧ୍ୟ ଯାଇ ଗାଡିଆ ରେ ପସିଗଲା।ଗାଡିଆ ଟିି ଏତେ ଗଭୀର ନଥିଲା। କିନ୍ତୁ ବହୁତ କାଦ ଥିଲ। ବହୁତ କାଦଥିିବାରୁ ସେମାନେ ଦୁୁୁୁହେଁ ସେଠାରେ ଫସିଗଲେ। ସେମାନଙ୍କର କେବଳ ମୁଣ୍ଡ ଟା ଦେଖାଯାଉଥିଲା। 


         ସେମାନେ ଟିକେ ହଲି ମଧ୍ୟ ପାରୁନଥିଲେ। ବାଘ ଟି ଗାଈ କୁ ମଧ୍ୟ ଖାଇ ପାରୁନଥିଲା। ଗାଈ ଟି ବାଘ କୁ କହିଲା,ତୁମର କେହି ମାଲିକ ଅଛନ୍ତି, ସେ ତୁମକୁ ଏଠାରୁ ନେଇଯିବେ।


        ବାଘ ଟିି କହିଲା , ମୁଁ ତ ନିଜେ ଏ ଜଙ୍ଗଲ ରେ ରାଜା। ମୋତେ ପୁୁଣି କିଏ ବଂଚାଇବ ?

       ଗାଈ ଟି କହିଲା, ମୋର ଗୋଟିଏ ମାଲିକ ଅଛି।ସେ ମୋତେ ଖୋଜି ଖୋଜି ଏଠାକୁ ନିଶ୍ଚିତ ଆସିବ। ମୁଁ ଏଠାରୁୁ ବଂଚି ଯିବି।


          ପୁଣି ଥରେ ଗାଈ କହିିବ, ତୋର ତ ମାଲିକ ନାହାନ୍ତି ତୋତେ କିଏ ବଂଚାଇବ?


          ହଠାତ୍ ସେଠାରେ ରବି ଆସି ପହଁଚିଗଲା।ସେ ତାର ଗାଈ ପାଟ କୁ ସେଠାରୁ ନେଇ ଆସିଲାା ସେଥିପାଇଁ । ଗାଈ ପାଟ ବହୁତ ଖୁସି ଥିଲା।ରବି ବାଘ କୁୁୁୁ ବଂଚଇବାକୁୁ ଚାହୁଁଁଥିଲା।ହେଲେ ସେ ବଂଚାଇଲାନି। କାରଣ ବାଘ ତାଙ୍କମାନଙ୍କୁୁ ଖାଇଦେବ।


     ତେଣୁ ନିିଜ କୁ କେବେ ବଳ ବାନ୍ବ ବୋଲିି ଭାବିବାନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract