STORYMIRROR

Manjulata Das

Abstract Children Stories

3  

Manjulata Das

Abstract Children Stories

ଏକତା ହିଁ ବଳ

ଏକତା ହିଁ ବଳ

1 min
573

ଗୋଟିଏ ଗାଁ ରେ ରହୁଥିଲେ ରାଜାରାମ। ତାଙ୍କର ଚାରୋଟି ପୁଅ ଥିଲେ। ତାଙ୍କ ଚାରୋଟି ପୁଅ ସଦାବେଳେ ନିଜ ନିଜ ଭିତରେ କରି କରୁଥିଲେ। ଏଥିପାଇଁ ରାଜାରାମ ବହୁତ ଦୁଃଖରେ ଥିଲେ।


      ଥରେ ସେ ତାଙ୍କ ଚାରିି ପୁଅଙ୍କୁ ଡାକିିିି ସେମାନଙ୍କୁ ଦଶଟି କାଠି ଥିବା ବିିଡା ଦେଲେ ଏବଂ କହିଲେ ଏହି ଦଶଟି କାଠି ଥିବା ବିିଡା ଟିକୁ ଭାଙ୍ଗି ଦିିଅ । ଚାରୋଟି ପୁଅ ମାନଙ୍କ ମଧ୍ୟରୁ ଜଣେ ପୁଅ ସେହି ଦଶଟି କାଠି ଥିବା ବିିଡା ଟି ନେଲା ଏବଂ କହିଲା, ଏହା ତ ଅତି ସହଜ କାମ ଏବଂ ସେ ଭାଙ୍ଗିବାକୁ ଲାଗିଲା କିନ୍ତୁତ ଦଶଟି କାଠି ଥିବା ଏକ ବିଡା ହୋଇଥିବାରୁ ଏହା ଭାଙ୍ଗିିିଲା ନାହିଁ। 


      ତେଣୁ ତାଙ୍କର ଗୋଟିଏ ପୁଅ ଏହିି ବିଡାଟିକୁ ଭାଙ୍ଗି ପାରିଲା ନାହିଁ। ଅନ୍ୟ ପୁଅମାନେ ମଧ୍ୟ ଚେଷ୍ଟା କଲେ କିନ୍ତୁ ସେମାନେ ମଧ୍ୟ ଭାଙ୍ଗି ପାରିିଲେ ନାହିଁ।ତାଙ୍କ ବାପା ସେମାନଙ୍କୁ ଡାକିି ସବୁ ପୁଅ ମାନଙ୍କୁ ଗୋଟେ ଗୋଟେ କାଠି ଦେଲେ ।


       ସେମାନେ ଅତିି ସହଜରେ ଏହାକୁ ଭାଙ୍ଗିି ଦେଲେ ତାଙ୍କ ବାପା ତାଙ୍କୁୁ କହିଲେ ଜଣେ ଲୋକ ଏହାକୁ ଭାଙ୍ଗିି ପାରିଲା ନାହିଁ କିନ୍ତୁ ସମସ୍ତେ ଏକାଠି ହୋଇ ଗୋଟି ଗୋଟି କରି ଭାଙ୍ଗିଲେ ବୋଲି ଏହା ସଙ୍ଗେ ସଙ୍ଗେ ଭାଙ୍ଗି ଗଲା ,"ତେଣୁ

         "ଏକତା ହିଁ ବଳ"

     ସେହି ଦିନ ଠାରୁ ଚାରି ପୁଅ ଏକାଠି ହୋଇ ଭଲ କାମ କଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract