STORYMIRROR

Manjulata Das

Abstract

4  

Manjulata Das

Abstract

ଗର୍ବ ଭାଙ୍ଗିଲା

ଗର୍ବ ଭାଙ୍ଗିଲା

2 mins
480

ଗୋଟିଏ ଗାଁ ରେ ରହୁଥିଲେ ବାପା ସାମଦେବ । ତାଙ୍କର ଗୋଟିଏ ପୁଅ ଥିଲା। ତାଙ୍କ ପୁଅର ନାମ ଥିଲା ନନ୍ଦ। ତାଙ୍କର ଗୋଟିଏ ପୁଅ ଗାଁ ରେ ଥିବା ପ୍ରାଚୀନ ଜିନିଷ ସବୁ ନେଇ ସହରରେ ଅଧିକ ଦାମ୍ ରେ ବିକ୍ରୟ କରୁଥିଲେ। ସେଥିରେ ତାଙ୍କର ବ‌ହୁତ ଲାଭ ହେଉଥିଲା।ସେ ସହରରେ ଏକ କମ୍ପାନୀ ଖୋଲିଥିଲେ।

       ସେଠାରେ ସେମାନେ ଗାଁ ରୁ ଆଣିିିଥିବା ପ୍ରାଚୀନ ଜିିନିଷ ସବୁ ବହୁତ ଦାମ୍ ରେ ବିକ୍ରୟ କରୁଥିଲେ। କମ୍ପାନୀ ରେ ତାଙ୍କ ପୁଅ ରହି କାମ କରୁୁଥିଲେ।

       ଥରେ ସାମଦେବ ତାଙ୍କ କମ୍ପାନୀ କୁ ଗଲେ।ପୁଅ ନନ୍ଦ କୁ କହିଲେ,, ପୁଅ ନନ୍ଦ ଆର ମାସରେ ୫୦,୦୦୦ ଟଙ୍କା ରୋଜଗାର ହୋଇଥିଲା ।ପୁଅ ନନ୍ଦ କହିଲା,, ମୁୁଁ ଏବେ ଗୋଟେ ଦିନରେ ୫୦,୦୦୦ ଟଙ୍କା ରୋଜଗାର କରିବି। 

     ବାପା କହିଲେ,,ତୁୁଏତେ ଟଙ୍କା ରୋଜଗାର କରୁୁୁଛୁୁ ବୋଲି କେବେ ଗର୍ବ କରିବୁନି। 

      ଥରେ ପୁଅ ବାପ ଙ୍କୁ କମ୍ପାନୀ ଦାୟିତ୍ଵ ଦେଇ। ଗାଁଁକୁ ପ୍ରାଚୀନ ଜିନିଷ ସବୁ ସଂଗ୍ରହ କରିିିବାକୁ ଗଲା। ବାଟରେ ଗଲା ବେଳେ ସେ ଏକ ବହୁତ ସୁନ୍ଦର କୋଠାଘର ଦେଖିଲା । ସେ ଗାଁ ରେ ଏକ ନୁଆ ଘର ଦେଖି ଚମକି ପଡ଼ିଲା।ନନ୍ଦ ଗୋଟେ ଲୋକକୁ ପଚାରିଲା ଏଇଟା କାହା ଘର ? ଲୋକ ଟି କହିଲା,,ଏଇଠି ସହରରୁ ଆସିଥିବା ଜଣେ ଘର ବନେଇ ରହିଛି।

        ପୁୁୁଅ ନନ୍ଦ ସେଠାକୁ ଯାଇ ଦେଖିଲା,,ଏକ ବିଲେଇ ଗୋଟିଏ ପ୍ରାଚୀନ ପାତ୍ରରେ ଥିବା ଖୀର ପିିିିଉଛି। ନନ୍ଦ ସେହି ପ୍ରାଚୀନ ପାତ୍ର ଟିକୁ ଆଣିବାକୁ ଚାହିଁଲା।ହଠାତ୍ ସେଠାକୁ ସେ ଘର ର ମାଲିକ ଆସିଲା। ଏହା ଦେଖି ନନ୍ଦ ପଚାରିଲା,,

                       ମୁଁ ଏହି ବିଲେଇ ଟିକୁ କିଣିିିକି ନେବି। ଯେତେ ଟଙ୍କା ହେଉ ପଛେ। ଘର ମାଲିକ କହିିଲା,, ଏହା ମୋ ଜେଜେମା ଙ୍କୁ ପସନ୍ଦ ବିଲେଇ ।ହଉ ଏଇଟା ଯଦି ମୁଁ ୨୦,୦୦୦ ଟଙ୍କା ରେ ବିକ୍ରୟ କରିିିବି ,ନନ୍ଦ କହିଲା ହଁ ମୁଁ ରାଜି ଅଛି।       

       ନନ୍ଦ ସେହି ବିଲେଇ ଟିକୁ ନେଇଗଲା। ଏବଂ କହିଲା ଯଦିିମୁଁ ବିଲେଇ ଟିକୁ ନେଇ ଗଲିି ତେବେ ତାର ଖାଉଥିବା ପାତ୍ର ଟିକୁ ମଧ୍ୟ ନେଇଯାଉଛିି। ଘର ମାଲିକ କହିିଲା,, ଏହା ଠିକ୍ ଯେ କିନ୍ତୁ ମୁଁ ଏହା ବିକ୍ରୟ କରିପାରିବିନିି ।ମୋ ପାଖକୁ ଏମିତି ତମ ପରି। କେତେ ଲୋକ ଆସିଲେଣି। ମୁଁ ଏମିତି ୧୦ଟି ବିିିଲେଇ ବିକି ସାରିିିିଲିଣି। ନନ୍ଦ କିଛି ବାଟ ଯାଇ ଭାବିଲା,ମୋର ବାପା ଙ୍କ କଥା ମାନିିିିବା ଉଚିିତ୍ ଥିଲା।  


Rate this content
Log in

Similar oriya story from Abstract