STORYMIRROR

Manjulata Das

Abstract Children Stories

4  

Manjulata Das

Abstract Children Stories

ଗରିବ ବୁଢି ମା

ଗରିବ ବୁଢି ମା

1 min
409


ଏକ ଛୋଟ ଗ୍ରାମ ରେ ରହୁଥିଲେ ବାପା ହରିହର , ମାତା ସୀତାଦେବୀ ତାଙ୍କ ଝିଅ ଗୀତା ଏବଂ ନୀରିହ ବୁଡିମା ।ଗାଁ ର ନାମ ଥିଲା ରାମପୁର । ମାତା ସୀତାଦେବୀ ବହୁତ ଖରାପ ମଣିଷ ଥିଲେ । ତାଙ୍କ ଝିଅ ବହୁତ ଭଲ ମଣିଷ ଥିଲେ। ବାପା ଜଣେ ଚାଷୀ ଥିିଲେ ।ମାତା ତାଙ୍କ ବୁଡି ମା କୁୁ ବହୁତ ଗାଳିି ଦେଉଥିଲା । ଗୀତା ତାର ବୁଡି ମା କୁ ବହୁତ ଭଲ ପାଉଥିଲା।


     ଗୋଟିଏ ଦିନ ର କଥା, ହରିହର ଧାନ କାଟିବାକୁ ଧାନ ବିଲକୁ ଯାଇଥିଲେ , ସୀତା ଦେବୀ ବୁଡି ମା କୁ ବହୁତ କାମ କରିବାକୁୁ ଦେଲା , ନୀରିହ ବୁଡି ମା କାମ କରିିକରି ଥକି ଯାଇଥିଲେ , ସେ ଟିକେ ବିଶ୍ରାମ ନେବେ ବୋଲି କହି ସୋଇପଡିଲେ। ତାପରେ ସୀତା ଦେବୀ ଆସି ଦେଖେ''ତ'' ବୁୁଡି ମା ଶୋଇ ପଡ଼ିଛି , ବୁଡି ମା କୁୁ ନିଦରୁୁୁୁ ଉଠେଇ ବହୁତ ମାରିଲା ଆଉ କହିଲା ,," ତୁ ଏଠି କାମ ନକରି ଶୋଇ ପଡ଼ିଛୁ। ସେଦିନ ରାତିରେ ବୁଡି ମା ର ଗୋଡ଼ ହାତ ବଥା ହେଉଥାଏ। ଗୀତା ଆସି ତାର ଗୋଡ଼ ମୋଡ଼ି ଦିିଏ, ଏସବୁ ଲୁୁୁଚି ଲୁଚି ସୀତା ଦେବୀ ଦେଖୁଥାଏ ।





    "ଏସବୁ ଦେଖି ସୀୀତାଦେବୀ ଗୀତା ର ହାତ ଟାଣି ଟାଣି ନେଇଥିଲେ। ଗୀତା ବା" କଣକରିପାରିିଵ ।





  ସେ ଦିନ ସନ୍ଧ୍ୟା ରେ ଘରେ ଏକ ଛୋଟ ମେଳା ଥିଲାା ସୀତା ଦେବୀ ବୁୁଡି ମାକୁ ସବୁ କାମ କରିବାକୁ ଦେଲେ । ଶେଷରେ ମା ହତାସ୍ ହୋଇ ପଡିିିଲେ । ବୁଡି ମା କୁ ଏକ ଛୋଟ ଘର ଭିତରେ ନାଁ ହୋଇଗଲା। ଶେଷରେ ବୁଡିିମା ଭୋକରେ ଆଉଟୁପାଉଟୁ ହୋଇ ମୃତ୍ୟୁ ବରଣ କଲେ। ସୀତା ଦେବୀ ଙ୍କର ଆଖି 👀 ଖୋଲି ଗଲା ସୀତା ଦେବୀ ନିିଜ ଭୁୁୁଲ ନିିିଜେ ବୁଝି ପାରିଲେ।

  









Rate this content
Log in

Similar oriya story from Abstract