Barun Kumar Mohanta

Inspirational

3.5  

Barun Kumar Mohanta

Inspirational

କିନ୍ତୁ କାହିଁକି ?

କିନ୍ତୁ କାହିଁକି ?

1 min
63


ମୁଁ ଯାହା ଲେଖୁଛି ଭାବପ୍ରବଣ ହୋଇ ନୁହେଁ ତ? କିନ୍ତୁ ଆଜି କ’ଣ ହେଲା? ଆପଣାର ମଣଷଟିକୁ ଉପହାରଟି ଦେବାପରେ ସେ ମୋତେ ଫେରାଇଦେଲା କାହିଁକି ? ଜୀବନସାରା ଯାହାକୁ ଏତେ ନିଜର ଭାବିଥିଲି , ଯାହାର ଟିକେ ଟିକେ ସ୍ନେହ ଓ ପ୍ରେମରେ ମୁଁ ସ୍ବପ୍ନର ଇମାରତ୍ ସବୁ ତୋଳିଥିଲି,ସେ ସବୁ ଭୁଷୁଡି ପଡିଲା । ମୋ ଚାରି ପାଖର ପୃଥିବୀଟା ଘନ ଅନ୍ଧାରରେ ଭରିଯାଉଥିଲା , ମୋ ପାଦ ତଳର ମାଟି ଯେମିତି ଭୂମିକମ୍ପରେ ଦବି ଦବି ଯାଉଥିଲା । ମୋ ମନ ଚାହିଁଥିଲା  , ନଦୀଟିଏ ହୋଇ ସାଗରକନ୍ୟାର କୋଳରେ ହଜିଯିବା ପାଇଁ । ସେ ଧାରାଟି ମରୁଭୂମିରେ ଶୁଷ୍କ ହୋଇଗଲା କାହିଁକି? କ’ଣ ପାଇଁ? ଏଇ ପ୍ରଶ୍ନ ସେ କଳଙ୍କିତ ନାୟିକାଙ୍କ ପାଇଁ, ଯେଉଁ ମାନେ କଳଙ୍କର ଟିପା ଦେଇ , ମିଛରେ ଲୁହ ଝରାନ୍ତି ପୁଣି ଗୋଟେ ନୂଆ ପାପ ପାଇଁ ।


Rate this content
Log in

Similar oriya story from Inspirational