STORYMIRROR

Barun Kumar Mohanta

Inspirational

2  

Barun Kumar Mohanta

Inspirational

ଜୀବନର ଦୋଛକିରେ

ଜୀବନର ଦୋଛକିରେ

1 min
105

ସେଦିନ ସେ ପଚାରିଥିଲା ଜୀବନର ମାନେ କ'ଣ କହିପାରିବ ? ମୁଁ କହିଥିଲି ହଁ କାହିଁକି ନୁହେଁ - କିଛି ଅଭୁଲା ସ୍ମୃତି, କିଛି ଅଲିଭା ପ୍ରୀତି, କିଛି ଅଲିଖିତ ପ୍ରତିଶ୍ରୁତି, ଆବେଗ ଭରା ଅନେକ ଅନ୍ଧାରୀ ରାତି, ଜ୍ୱରର ଜ୍ବଳାରେ ବଢୁଥିବା ତାତି, ସହରର ଶେଷ ମୁଣ୍ଡରେ ଜଳୁଥିବା ଥିବା ସେଇ ବତୀ ଆଉ ସେଠାରେ ଛିଡା ହୋଇ ଦେହ ବିକ୍ରି କରୁଥିବା କେତେ ଜ'ଣ ସଂକଳ୍ପିତ ସତୀ ୟାକୁ  ହିଁ ତ ଜୀଵନ କୁହନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational