STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

କିଛି କଥା କିଛି ବ୍ୟଥା -ରୀତାକେବଳ

କିଛି କଥା କିଛି ବ୍ୟଥା -ରୀତାକେବଳ

1 min
524

କେବେ ଖରା ତ କେବେ ଛାଇ ।କେବେ ଦୁଃଖ ତ କେବେ ସୁଖର ନଦୀ ଏଇ ତ ଜୀବନ। ଅଳ୍ପନାର ସବୁ ସରିଗଲାଣି ଦିନେସ ଗଲା ପର ଠାରୁ । ତା ଜୀବନରୁ ବସନ୍ତ ହଜିଯାଇଛି ନିଦାଘର ଜ୍ବାଳାରେ ସେ ଜଳୁଛି। ସବୁଠି ମରୁଭୂମି ।ଆଗରୁ ଜୀବନ ହସୁଥିଲା।ଆମ ସହ ଆମ ଘର ଅଗଣାରେ ହସ ଫୁଲ ଚାରିଆଡେ ବୁଣିହେଇଥିଲା । କେଉଁଠୁ ମାଡି ଆସିଲା ବିପଦ।


ଗୋଟିଏ ଭୀଷଣ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦିନେସ ଆହତ ହେଲେ ହସ୍ପିଟାଲରେ ଆଡ୍ମିଟ ହେଲେ ସେ ଆଉ ବଞ୍ଚି ଲେନି। କାଚ ଭଙ୍ଗା, ପୋଛାଗଲା ତା ମଥାର ସିନ୍ଦୂର ହଜିଗଲା ତାର ସବୁ କିଛି। ସେ ଆଜି ଟାଙ୍ଗରା ଭୂଇଁ ପାଲଟି ଯାଇଛି। ତା ପାଇଁ ସବୁ କିଛି ସରିଗଲା। ବେଦନା ବେଦନା ନିଦାରୁଣ ବେଦନା ଏଇ କେବଳ ତା ଜୀବନରେ ବାକି ଆଉ ମଧୁଝରା ସ୍ମୃତି ଭିଜା ଅତୀତର ମହକ ନେଇ ଜିଇଁବ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy