STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ଜୀବନ ଯମୁନା

ଜୀବନ ଯମୁନା

1 min
336

ଜୀବନ ଯମୁନା ଝଡ଼ ଆସେପୁଣି କେବେ ନୂଆସକାଳର ଆଭା ।ମନସ୍ୱିନୀ ଜୀବନର ମୋଡ଼ ପରିବର୍ତ୍ତନ ହେଇଯାଇଛି ।ସମୟ ବଦଳିଗଲାଣି ଆଗରୁ ବହୁତ କଷ୍ଟଭରା ଥିଲା ଜୀବନ ।ବାପା ମଦ ପିଇ ସବୁ ପଇସା ସାରିଦିଏ ।ଘରେ ସ୍ତ୍ରୀକୁ ମାରେ, ସବୁବେଳେ ଝଗଡା । ମନସ୍ୱିନୀ ବଡ଼ କଷ୍ଟରେ ପଢ଼ିଛି । ସେ ଗୋଟିଏ ସ୍କୁଲରେ ଗୁରୁମା ଅଛି ।ବାପା ଆରପାରିକୁ ଗଲେଣି l ବୋଉ ଦେହ ଏତେ ଭଲ ରହୁନି । ସାନ ଗୋଟେ ଦୋକାନ କରିଛି । ମୋର ଗୋଟିଏ ଝିଅ ପ୍ରଥମ ଶ୍ରେଣୀରେ ପଢୁଛି । ମୋ ସ୍ୱାମୀ କିରାଣୀ ଚାକିରି କରିଛନ୍ତି । ସେ ବହୁତ ଭଲ ।ଆମ ପଡୋଶୀ ଘରେ ରହୁଥିଲେ ।ତାଙ୍କ ଘରୁ ମୋ ପାଇଁ ପ୍ରସ୍ତାବ ଆସିଥିଲା । ବୋଉ ତ ସାଙ୍ଗେ ସାଙ୍ଗେ ରାଜିହେଇଗଲା । ଜୀବନ ସତରେ କେତେ ଗତି ବଦଳାଏ । ଏଇ ତ ଜୀବନ ଯମୁନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy