STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

ଗୁଲାପ

ଗୁଲାପ

2 mins
181


ସବୁଦିନ ଖାଲି ରଡ଼ା କିରଲା ମାଏକି ବିହା ହେବାର ଦୁଇ ମାସ ଯାଇଛେ କି ନାଇଁ ମାଏଝି ତା'ର - ରଗଡ ଦେଖାଲା ଶିଖାଲା ଲେଖେଁନ କହେଲା ହଇଗୋ ନୂଆଁ ନୂଆଁ ଯେନ୍ତା ଭଲ ପାଉଥିଲ ଆର୍ ନି ପାଏବାର କାଏଁଯେ ଦେଖତ ମତେ ହେ କଥା ଶୁନିକରି

ବିଜାର ଲାଗିଗଲା କହିଦେଲି ପଏର୍ଚ୍ଛା ନୂଆଁ ନୂଆଁ ଦିନା କେତେ ସିନା ଘରେ ରହେବ ଆର କାମ ବୁତା ନେଇ କରିଗଲେ କlଣା

କମେଇକି ଆନମି ଯେ ଖାଇମା ।ଫେନ୍ ଘାଏ ମତେ ବଏଲା ମୋର ମୁହଁକେ ଦେଖିକିରି ତମର ପେଟ ନାଇଁ ପୁରେ ଭାଲ ।ମୁଇଁ ସେନୁ ବଇଲି ତର ମୁହୁଁ ଦେଖିକି ପେଟ୍ ପୁରୁଥିତା ବେଲେ ତର ବୁଆ ବିହା ନାଇଁ କରିଥିତା । ହେତକି ଯେନ୍ତା ଶୁନଲା ସେ ତ ଦିନ ସାରା କାନ୍ଦି କାନ୍ଦି ଖାଲି କହୁଥିଲା ମତେ ଆର୍ ତମେ ଭଲ ନି ପାଇବାର ଗୋ ମୁଇଁ ମରିଯାଇସି ଗୋ ଏଁନ୍ତା କାନ୍ଦି କାନ୍ଦି ରନ୍ଧାବଢ଼ା ନାଇଁ ଶୁଇ ପଡଲା ।ପାହାନ୍ତିଆନୁ ଚିନ୍ତା କଲି ଇ ମର୍ଡନ ମିଜାଜ୍ କେ ଭଲ ପାଇସି ବଲି କେନ୍ତା କରି ପ୍ରମାଣ ଦେମି ଇଟା ଭାବି ଭାବି ଗୁଟେ ବଢ଼ିଆଁ ଆଇଡିଆ ଢୁକଲା ସକାଲ ହେବା ଆଘନୁ ବସଷ୍ଟାଣ୍ଡ ଯାଇକିରି ପଚାଶଟା ଗୁଲାପ

ଗଛ ରଖିଦେମି ଯେ ଜାନବା ମୁଇଁ ତାହାକେ କେତେ ଭଲ ପାଉଛେଁ ଆର ହେଟା ଗଲା କଲି । ସକାଲ ପାଇଲା ବାଟ୍ ସୁନାରେ ଗୁଲାପ ଗଛ ଦେଖି କି ରଡ଼ି ଛାଡଲା ହଇଗୋ ଶୁନୁଛ

ଦେଖତ ଆମର ବାଟ ଦୁଆରେ କିଏ ଏତେଟେ ଗଛ ରଖିଛେ ।ମୁଇଁ ବଇଲି ତୁଇ ଇହାଦେ ବି ଜାନି ନି ପାରବାର ଇଟା ପରେ ତତେ ମୁଇଁ ସରପ୍ରାଇଜ ଦେଇଛେଁ ।ମତେ ସେ ବଇଲା କେତେଟା ଆନିଛ ଗୁଲାପ ।ମୁଇଁ କହିଲି ପଚାଶ,ସେ କହିଲା ଆଉ ପଚାଶ କାହିଗଲା ? ଆର ବଇଲା ଇନୁ ପଏର୍ଚ୍ଛା ଜନାପଡୁଛେ ତମେ ମତେ ପଚାଶ ପ୍ରତିଶତ ଲଭ୍ କରୁଛ ଆର୍ ପଚାଶ କାହାକେ କହ ।ମୁଇଁ ବଇଲି ଧନ୍ୟ ତତେ ଜୀବନ ସାଥି ମୁଇଁ ଆର୍ ପଚାଶ ଗୁଲାପ ମୁଇଁ ମଲା ପରେ ମଶାଣିରେ ଦେଇଦେଵ ବଲି ଆଡଭାନସ ଦେଇଛେ ସେମାନେ ଯମ ଦୁଆରେ ମଶାନି ପଦାରେ ଦେବେ ।            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Abhinaba Pattniak

ଗୁଲାପ

ଗୁଲାପ

2 mins ପଢ଼ନ୍ତୁ

Similar oriya story from Romance