STORYMIRROR

Abhinaba Pattniak

Others

2  

Abhinaba Pattniak

Others

ଚବିହଜା

ଚବିହଜା

1 min
55


ମାନସିକ ସ୍ଵାସ୍ଥ୍ୟ ଓ ଚlବିହଜେଇବାର ଲକ୍ଷଣ ଏ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।ଯଦି ଜଣେ ଲୋକ ଚାବି ଦୈବାତ କେବେ ହଜେଇଦେଲେ କିମ୍ବା କେଉଁଠି ରଖିଦେଲେ ତାହାକୁ ସରଳ ଭାବାରେ ଅର୍ଥାତ୍ କୌଣସି କର୍ମ ବ୍ୟସ୍ତତା ଯୋଗୁଁ ହେଇଛି ବୋଲି ଧରିବାକୁ ହେବ ମାତ୍ର ଯଦି ବାରମ୍ବାର ସେଇଭଳି ହୁଏ ତାହେଲେ ସ୍ମୃତି ଶକ୍ତି ହ୍ରାସ ପାଉଛି ବୋଲି ମନେହୁଏ ।ତେଣୁ ପ୍ରଥମେ ଆମେ ଆମର ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଅଟେ।ମାନସିକ ଭାରସାମ୍ୟ ହରାଇବାର ପ୍ରଥମ ଲକ୍ଷଣ ବୋଲି ଚାବି ହଜାକୁ ଧରିବା କଥା।

ଏବଂ ଏହାର କାରଣ ଖୋଜି ବାହାର କରି ସେଇ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବା ଆବଶ୍ୟକ ଅଟେ ।ଅନେକ ପ୍ରଶ୍ନ ବି ଉଠିପାରେ ଚାବି ହଜା ଓ ମାନସିକ ସ୍ଵାସ୍ଥ୍ୟ ସମ୍ପର୍କରେ ।କିନ୍ତୁ ଯଦି ଚିନ୍ତା କରିବା ତାହେଲେ ଏଇ ଚବିହଜା ହିଁ କହିଦେବ ମାନସିକ ସ୍ଵାସ୍ଥ୍ୟ ବିଗିଡିବାର ପ୍ରଥମ ପର୍ଯ୍ୟାୟ ।ତେଣୁ ଏହା ସାବଧାନ ତଥା ସଚେତନ କରିଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Abhinaba Pattniak

ଗୁଲାପ

ଗୁଲାପ

2 mins ପଢ଼ନ୍ତୁ