BIPLAB PADHAN

Romance

1  

BIPLAB PADHAN

Romance

ଗୋଟେ ପୁଅ ଆଉ ଗୋଟେ ଝିଅ

ଗୋଟେ ପୁଅ ଆଉ ଗୋଟେ ଝିଅ

1 min
351



ଗୋଟିଏ ପୁଅ ଥିଲା ଆଉ ଗୋଟିଏ ଝିଅ ଥିଲା ।ଉଭୟେ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା । କିନ୍ତୁ ପୁଅ ଝିଅକୁ ଆଗରୁ ଜାଣି ଥିଲା । ପରବର୍ତ୍ତୀ ସମୟରେ ଦୁହେଁ ଗୋଟିଏ କଲେଜରେ ନାମ ଲେଖାଇଲେ । ଉଭୟଙ୍କ ମଧ୍ୟରେ କମ କଥାବାର୍ତା ହେଉଥିଲା ,କିନ୍ତୁ ପରେ ତାଙ୍କ ମଧ୍ୟରେ ବନ୍ଧୁତା ଭାବ ସୃଷ୍ଟି ହେଲା, ତାହା ଦୃଢ ହେବାକୁ ଲାଗିଲା। ଉଭୟେ ଉଭୟଙ୍କୁ ଟିକିଏ ନ ଦେଖିଲେ ରହି ପାରୁ ନ ଥିଲେ । ଟିକିଏ ସମୟ କଥା ନ ହେଲେ ତାଙ୍କ ହୃଦୟ ରେ କଣ ଗୋଟିଏ ହେଇ ଯାଉଥିଲା ।ସତରେ ଦୁହେଁ ଦୁହିଁଙ୍କ ପାଇଁ ।


ତାହେଲେ ଇଏ କଣ ପ୍ରେମ ?


 ପୁଅ ମନରେ କଣ ଭାବନା ଥିଲା ,ଝିଅ ମନରେ କଣ ଭାବନା ଥିଲା , ତାହା ଭଗବାନ ହିଁ ଜାଣନ୍ତି । ପୁଅ ତ ଭାବିଲା ସେ ମୋତେ ପ୍ରେମ କରୁଛି ।ସେ ମୋ ବିନା ଗୋଟିଏ ମୁହୂର୍ତ୍ତ ରହି ପାରୁ ନାହିଁ ,ମୁ ନ ଖାଇବା ପର୍ଯ୍ୟନ୍ତ ସେ ଖାଉ ନାହି ।ସେ ମୋତେ ଭଲ ପାଉଛି ।କିଛି ସମୟ ଚିନ୍ତା କରିବା ପରେ ପୁଅଟି ତା ମନର ଭାବନାକୁ କହିବା ପାଇଁ ସ୍ଥିର କଲା । ସେପ୍ଟେମ୍ବର ମାସ 24 ତାରିଖରେ କହିବା ଭଲ ହେବ ବୋଲି ଭାବିଲା । କାରଣ ସେ ଦିନ ଥିଲା ସେ ଝିଅର ଜନ୍ମ ଦିନ । ପୁଅଟି ତା ପାଇଁ ଜନ୍ମ ଦିନ ର ଉପହାର ଦେଇ ନିଜ ହୃଦୟର ଭାବନା କୁ କହିବି ବୋଲି ସେ ଦିନ ସେ ଝିଅ ସହିତ ଭେଟ ହେଲା, କିନ୍ତୁ ପୁଅଟି ନିଜ ମନର କଥା କହି ପାରିଲା ନାହିଁ ।ତା ମନରେ ଡର ଥିଲା କାଳେ ଏହି ସମ୍ପର୍କ ଜାଣିଲେ ତା ବନ୍ଧୁତ୍ୱରେ ଫାଟ ସୃଷ୍ଟି ହେବ । ପୁଅଟି ନ କହି ଘରକୁ ପଳାଇ ଆସି ଚିଠିଟିଏ ଲେଖି ସେ ଝିଅ ପାଖକୁ ଦେଇ ତା ର ଉତ୍ତର ଦେବାକୁ କହିଲା .......


ଝିଅ ର ଉତ୍ତରେ.....ହେଲେ.....


Rate this content
Log in

Similar oriya story from Romance