kamal kumar dash

Action Classics Thriller

2  

kamal kumar dash

Action Classics Thriller

ଗlର୍ଲ ଫ୍ରେଣ୍ଡ ୪

ଗlର୍ଲ ଫ୍ରେଣ୍ଡ ୪

1 min
44


 ଦିନେ ଫେସ ବୁକ ରେ ସୃତି ର ରାମ ସାଥିରେ ଦେଖା ହୋଇଗଲା  l ସେ ମେସେଜ କଲା କେମିତି ଅଛୁ ?

ରାମ କହିଲା ଠିକ ଅଛି |

ସୃତି -ସେଦିନ ଭାଉଜ ରାଗିଲାକି ? 

ରାମ- ନl ରେ , ସେ ସବୁ ବେଳେ ସେମିତି |

ସୃତି - ଆଉ କଣ ଚାଲିଛି ? କବିତା ଲେଖୁଛୁ ନl ନାହିଁ ?

ରାମ- ୧୦ ରୁ ୬ ଅଫିସ ,ପିଲାଙ୍କ ପାଠ ପଢା , ହଁ କେବେ କେବେ କବିତା ଲେଖୁଛି | ଆଉ ତୋର କଣ ଚାଲିଛି ?    

 ସୃତି - ଘର ଓ ପିଲାଙ୍କ କାମ କରୁ କରୁ ଟାଇମ ସରି ଯାଉଛି | ହଁ ବେଳେ ବେଳେ ଫେସ ବୁକ ଦେଖୁଚି ଓ ବିନ୍ ଦାସ ରହୁଛି |

ରାମ - ମୋ କବିତା ପଢ଼ୁଛୁ ?

ସୃତି- ହଁ , ଟିକେ ଦୁଃଖରେ ଥିଲା ପରି ଲାଗୁଚି ,ଅନେକ ଥର ଭାବିଚି ହେଲେ ପଚାରି ପାରିନି | କିଛି ପ୍ରୋବ୍ଲେମ ଅଛି କି ? ମୁଁ କିଛି ସାହାଯ୍ୟ କରି ପାରିବିକି ? ମୁଁ ତୋତେ ଖୁସି ଦେଖିବାକୁ ଚାହେଁ ,that's all  .

ରାମ - ସେଇଟା କବିତା   ସୃତି  thanks a lot . ତତେ ଭଲ ଲାଗିଲା , ମୁଁ ବି ବିନ୍ଦାସ ରହୁଛି , ତୁ ସବୁବେଳେ ହସୁଥା ଯା ଶୋଇ ପଡ଼ିବୁ ରାତି ଅନେକ ହେଲାଣି ବାଏ |

ସୃତି- ବାଏ ରାମ |


Rate this content
Log in

Similar oriya story from Action