STORYMIRROR

Akshayakumar Dash

Action

3  

Akshayakumar Dash

Action

ଚିକିତ୍ସା

ଚିକିତ୍ସା

1 min
109

ସହରର ତିନିଜଣ ଚିକିତ୍ସକଙ୍କୁ ନେଇ ଚିିକିତ୍ସା ବ୍ୟବସ୍ଥା ଉପରେ ଆଲୋଚନା ସଭା ଆୟୋଜନ କରାଯାଇଥିଲା।ଅଭିଯୋଗ ଥିଲା ,ବିିଜ୍ଞାନପଦ୍ଧତି ଉର୍ଣ୍ଣତ ହୋଇ ମଧ୍ୟ ରୋଗକୁ ଔଷଦ ନଥିବା କହି ଡାକ୍ତରିି ଶାସ୍ତ୍ର ହାରିଯାଇଛି। କୁଭିଡି୧୯ ମହାମାରୀ ସାରା ବିିଶ୍ୱକୁୁ ଆତଙ୍କ ସୃଷ୍ଟି କରିଛି। ଡାକ୍ତର ଶୁଭ ଆଶିଷ ଜଣେ ଭେଷଜ ବିିଶେଷଜ୍ଞ। ରୋଗ ଚିକିତ୍ସା କ୍ଷେତ୍ରର ତାଙ୍କର ନାମ ଅଛି।ରୋଗ ସହିତ ଜଡିତ ଥିବା ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି। ଏପରିରୋଗ ଯାହା ଛୁଇଁଲେ ଭୁତାଣୁ ସଂକ୍ରମିତ ହୁଏ।ଏହିଭୁତଣୁ କୁ ଡାକ୍ତରୀ ଔଷଦ ନାହିଁ ।ଚିକିତ୍ସା ଇତିହାସ କୁହେ ପ୍ରାୟ ଶହେ ବର୍ଷରେ ଥରେ ଏପରି ମହାମାରୀ ଦେଖାଯାଏ । 

       ସଭାରେ ଅନ୍ୟ ଚିକିତ୍ସକ ଜଣେ ହୋମିଓପଥୀ ସଦାନନ୍ଦ ବାବୁ ଖ୍ୟାତିସମ୍ପର୍ଣ୍ଣ ଚିକିତ୍ସକ। ସେ ତାଙ୍କର ମତ ପ୍ରକାଶ କରି ରଖିଛନ୍ତି ପ୍ରତେକ ରୋଗର ଲକ୍ଷଣକୁ ନେଇ ଔଷଧ ନିର୍ଘଣ୍ଟ କରାଯାଏ ।ଆଉମଧ୍ୟ ଭୂତାଣୁ ଜନିତ ରୋଗକୁ ହୋମିଓପଥୀ ଚିକିତ୍ସା ରେ ଲକ୍ଷଣ ପ୍ରକାଶ କରିଥିଲେ ସେଇ ଅନୁଯାଇ ଔଷଧ ନିର୍ଘଣ୍ଟ କରାଯାଏ ।ହୋମିଓପଥିକ ଲକ୍ଷଣିକ ଚିକିତ୍ସା।ତୃତୀୟ ଚିକିତ୍ସ ଆୟୁର୍ବେଦ ଶାସ୍ତ୍ର ବିଶାରଦ। ସେ ମଧ୍ୟ ଅତି ଜଟିଳ ପୁରାତନ ଚିକିତ୍ସକ। ତାଙ୍କ ଚିକିତ୍ସା ଅନୁଯାଇ ପ୍ରକୃତି ଦେଇଥିବା ଗଛଳତାରୁ ପ୍ରସ୍ତୁତ ଜଡିବୁଟି କୁ ପ୍ରୟୋଗକରି ରୋଗ ଆରୋଗ୍ୟ କରନ୍ତି ।ଏହି ଜାଡ଼ିବୁଟି ରେ ରୋଗକୁ ଆରୋଗ୍ୟ କରି ଭାରତୀୟ ପ୍ରାଚୀନ ପଦ୍ଧତି ଚିକିତ୍ସକ୍ଷେତ୍ରରେ ଚରକ, ଶୃସୃତ କଂ ପୁସ୍ତକ ତଥା ବେଦ ରୁ ମଧ୍ୟ ଆୟୁର୍ବେଦ ଔଷଧ ପ୍ରୟୋଗ କରାଯାଏ।ମହାମାରୀ ରୋଗର ନିଦାନ ଶରୀରରେ ପ୍ରତିଷେଧକ ଶକ୍ତିକୁ ବଢ଼େଇବା । ଅସ୍ୱଗନ୍ଧା ତୁଳସୀ ନିମ ହଳଦୀଆଦି ରୁ ପ୍ରସ୍ତୁତ ଔଷଧ ରୋଗ ପ୍ରତିଶୋଧକ ଶକ୍ତି ପୁରି ରହିଛି।ଜଣେ ସାଧୁ କୁ ମଧ୍ୟ ନିମତ୍ରଣ ସଭାକୁ କରାଯାଇଥିଲା। ସାଧୁତାଙ୍କର ଭାଷଣରେ ଯୋଗ ଓ ପ୍ରଣାୟମ କରି ଶରୀରକୁ ନିରୋଗ ରଖିବାର ଉପାୟ ଉପସ୍ଥାପନ କରିଥିଲେ। 

     ଚିକିତ୍ସକ ନିଜନିଜ ଶାସ୍ତ୍ର ଆଧାରରେ ଚିକିତ୍ସା ଉପାୟମାନ କହିଥିଲେ। କିନ୍ତୁ ଭରଷା ଦେବାକୁ ପ୍ରତିଶୃତି କିଏଦେଇପାରିନଥିଲେ ।କେଉଁ ଔଷଧ ଦେଲେ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ ହେବ ତାହା କିଏ ହେଲେ କହିନଥିଲେ ।


Rate this content
Log in

Similar oriya story from Action