STORYMIRROR

Harekrushna Deb Sahoo

Action Fantasy Children

3  

Harekrushna Deb Sahoo

Action Fantasy Children

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ

1 min
152


ଗଢିବା ଏ ଉତ୍କଳେ

ମିଳିତ ସକଳେ 

ନବ ନବ ବୋଇତ,

କୁନି କୁନି କଳାକାରଙ୍କ 

ଦ୍ବାରା ସେ ନିର୍ମିତ। 

ଭାସି ଯା ମୋ କାଗଜ ଡଙ୍ଗା,

ଆମ ଗାଁ ଦାଣ୍ଡେ ଟିକିଏ ବହୁତ। 

ସ୍ମୃତି ମନେ ପଡେ ଅତୀତ,

ଆହା ଝରକା ଫାଙ୍କେ ଦିଶେ ଶତତ। 

କାର୍ତ୍ତିକ ପୂର୍ଣ୍ଣିମା ପଞ୍ଚୁକ 

ବୁଡ ମାରି ଜଳେ ସ୍ନାନ କରନ୍ତି 

ଭକ୍ତି ଭାବନାରେ ଜନ ବହୁତ। 

ଶିତ ଥରା ରାତି ତୃତୀୟ ପ୍ରହର

ନାବ ଭସେଇ ଦେବା ଜପି ନାମ ସୁର

ଶେଷରେ ବୋଇତ ଭସାଣ, 

କରୁଥିବା ନାମଜପ ଜଣାଣ। 

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action