Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ramesh sahoo

Fantasy

3.0  

Ramesh sahoo

Fantasy

ବିଜ୍ଞାନ ଆଉ ଟିକେ ତତ୍ପର ହୁଅନ୍ତାନ

ବିଜ୍ଞାନ ଆଉ ଟିକେ ତତ୍ପର ହୁଅନ୍ତାନ

1 min
535



ଆଜି ଅନେକ science and technology ର develop ହୋଇଛି ଆମେ ଆଜି ଆବିଷ୍କାର ଆଉ ଉଦ୍ଭାବନ ର ଚରମ ସୀମାରେ ପହଁଚିଛେ । ଯଥା ଖେଳିବା ପାଇଁ ମୋବାଇଲ tab ,ଥଣ୍ଡାରେ ରହିବାପାଇଁ AC,ଖାଦ୍ୟ ନଷ୍ଟ ନ ହେବାପାଇଁ ଫ୍ରିଡ଼ଜ, ଗରମ ପାଇଁ fan ,ଯୋଗା ଯୋଗ ପାଇଁ ଇଣ୍ଟର୍ନେଟ, ସ୍ମୃତି କୁ ରଖିବା ପାଇଁ memory card ,time pass ପାଇଁ whatsapp, insta, fb, ଆଦି ଅନେକ ।

ତଥାବି ବି ମୁଁ କାହିଁ ଭାବେ ଆଜି ବିଜ୍ଞାନ ଆଉ କିଛି ଜିନିଷ ଉଦ୍ଭାବନ ଆଉ ଆବିଷ୍କାର କରନ୍ତା ନି !

ଯେମିତି ମା ର ସେ ମମତା ଭରା ସ୍ନେହକୁ ରଖିବା ପାଇଁ ଗୋଟେ ବଡ଼ ସିନ୍ଧୁକ , ଆବିଷ୍କାର ଘଟନ୍ତାନି ଗୋଟେ ଏମିତି ଜାଗା ଯୋଉଠି ଆମେ ଆଉ ଆମ ସେ ଛୋଟ ବେଳର ପାଠ ପଢା ଆଉ ସେ ବଗୁଲା ବୟସର ଚଗଲମୀ ଖେଳ କୁ ଖେଳିବାର ଗୋଟେ ସୁଯୋଗ !, ଗୋଟେ କିଏ ଏମିତି ପଣତକାନି ବନାନ୍ତ।ନି ଯୋଉଥିରେ କି ମୋ ଭାରତ ବର୍ଷ ର ସବୁଦୁଃଖୀ ରଙ୍କି ମନେ ସେ ପ୍ରାଣତ କାନି ରେ ଢାଙ୍କି ହୋଇ ଯାଆନ୍ତେ।


ବନା ହୁଅନ୍ତାନି ଏମିତି ଗୋଟେ ମନ୍ଦିର ଯୋଉଠି ଦେବତା ବଦଳରେ ଜଣେ ସହିଦ କୁ ପୂଜା କରା ଯ।ନ୍ତା । ବନା ହୁଅନ୍ତାନି ଗୋଟେ free wifi campus ଯୋଉଥିରେ ପୃଥିବୀ ର ସବୁ ଲୋକ ବଂଧୁତା ଆଉ ସହଯୋଗ ର ମୋବାଇଲ ରେ conect ହୋଇଯାନ୍ତେ । ଜନ୍ମ ହନ୍ତାନି ଗୋଟିଏ ହନମାନ ଯିଏ ଦୁଃଖ ,ଦୁର୍ନୀତି,ରାଗ, ଅଭିମାନ ,ଅଶାନ୍ତି ରୂପକ ଲଙ୍କା କୁ ନିଆଁ ରେ ପୋଡି ପାଉଁଶ କରି ଦିଅନ୍ତା   ।



Rate this content
Log in

More oriya story from Ramesh sahoo

Similar oriya story from Fantasy