ସରି
ସରି


ଦିନ ଥିଲା ଆମେ ଦୁହେଁ ଥିଲୁ ଅଜଣା ଅଚିହ୍ନା ,ନା ସିଏ ମୋତେ ଜାଣି ଥିଲା ନା ମୁଁ ତାକୁ ,ଦୁହେଁ ଅନେକ ମଜା କରୁ । ରାତି ଜଣା ପଡୁ ନ ଥିଲା କେତେ ବେଳେ ସରି ଯାଉଥିଲା, ଗପରେ ଥାଏ କିଛି ମିଠା ଆଉ କିଛି ଖଟା, ଏମିତି ଆମ ଦିନ କଟି ଯାଉ ଥିଲା ।ଆସ୍ତେ ଆସ୍ତେ ଆମର ଜଣା ଶୁଣା ବଢ଼ିଲା email ରୁ whatsapp ଯାଏ , କଥା ବର୍ଥାରୁ ଭିଡ଼ିଓ ଦେଖା ଯାଏ ,...
ଆଜି କିଛି ଦିନ ପରେ ନା ସେ ମୋତେ ଜାଣିଛି ନା ମୁଁ ,ଆମ ଭିତରେ ଆଗ ଭଳି ସମ୍ପର୍କ ଆଉ ନାହିଁ । ଆଜି କାଲିତ ସେ ମୋ ସହ ଭଲ ସେ ବି କଥା ହବାକୁ ତା ପାଖରେ time ନାହିଁ ,whatsapp ର କଥା ଛାଡ ଅନେକ massage ପରେ ଗୋଟେ reply ଆସୁଛି,ଆମ ଭିତରେ ଯଦି ଓ କିଛି ଘଟି ନି !ତଥାପି ଆମ relation ଦିନକୁ ଦିନ ଦୁରକୁ ଦୁରକୁ ଗଲା ଭଳି ଲାଗୁଛି । ଆମ ଦୁହିଙ୍କ ଭିତରେ ବୁଝିବାର ଶକ୍ତି କମିଲା ଭଳି ଲାଗୁଛି ,ପ୍ରଶ୍ନ ଆସୁଛି ଇଏ କଣ ସ୍ବପ୍ନ ଥିଲା ନା ସମୟର କିଛି ଚାଲ ଥିଲା ନା, ପ୍ରେମର ଗୋଟେ ଚକ୍ରବ୍ୟୁହ !
Name -Ramesh Chandra sahoo
From-kendrapada
Mob-8018930336