STORYMIRROR

Jyotsna Acharya

Abstract Inspirational Others

4.0  

Jyotsna Acharya

Abstract Inspirational Others

ଭୂମିକା

ଭୂମିକା

1 min
192


ବ୍ୟକ୍ତି ତା ଗତାନୁଗତିକ କର୍ମମୟ ଜୀବନରୁ, ବେଳେ ବେଳେ କିଛି ସମୟର ବିରତିରେ ନିଜକୁ ପୁନଃଗଠନ - ଅର୍ଥାତ ମନ ଓ ମସ୍ତିକକୁ ସତେଜ ରଖିବା ପାଇଁ ତା ପସନ୍ଦର କାର୍ଯ୍ୟ କରିବାକୁ ଭଲପାଏ। 


ସେଥି ମଧ୍ୟରୁ ଚଳଚିତ୍ର ଅନ୍ୟତ୍ତମ! ସେ ହେଉ ସାମାଜିକ, ପୌରାଣିକ ବା ଆଧୁନିକ, ବିଭିନ୍ନ ଚଳଚିତ୍ରରୁ କିଛି ଶିକ୍ଷା ଅବଶ୍ୟ ମିଳିଥାଏ, ଯାହା ଦ୍ବାରା ସେ ନିଜକୁ ଖୁସି ଦେବା ସହ ପରିବାରର ସମସ୍ତ କାର୍ଯ୍ୟକୁ ସୁଦୃଢ ଭାବେ କରିବା ପାଇଁ ସକ୍ଷମ ହୋଇପାରେ। ତା ସହିତ ଅନ୍ୟ ମାନଙ୍କ ପାଇଁ ମଧ୍ୟ ଭଲ ଚିନ୍ତା କରିପାରେ।


ଯେମିତି ଦେଶଭକ୍ତି ଚଳଚିତ୍ରରେ ଚରିତ୍ରମାନଙ୍କ ସହାସ ଦୃଢ ଶକ୍ତି ଦେଖି ମନ ପ୍ରାଣରେ ସହାସ ଭରି ଉଠେ ତ କେବେ ପ୍ରେରଣା ଯୋଗାଇ ଥାଏ ଆଗକୁ ଯିବା ପାଇଁ। 

;


ଆଉ ଆଧୁନିକ ଚଳଚିତ୍ର ବେସ ଆକୃଷ୍ଟ କରିଥାଏ ନାରୀ ପ୍ରୋତ୍ସାହନକୁ ନେଇ। ନାରୀର ଅଗ୍ରଗତି-ସମାଜର ଉନ୍ନତି। ନାରୀ ପୁରୁଷ ଏକାଠି ସମ ଭାବେ ଚାଲି ପାରିଲେ, ସମାଜର ଅଗ୍ରଗତି ସହିତ ଆମ ଆର୍ଥିକ-ମାନସିକ କ୍ଷେତ୍ରରେ ଖୁସି ରହିପାରିବା। 


ଆଉ ପୌରାଣିକ ଚଳଚିତ୍ର ଗୁଡିକ ବେସ ମନ କୁ ଚୁଇଁ ପାରୁଛି ଯୁବ ପିଢି ମାନଙ୍କର, ଆଜି କାଲି ଆଧୁନିକରଣ ପରକ୍ରିୟାରେ ନିର୍ମିତ ଚଳଚିତ୍ର ଆମ ପୂରାଣର ଗାରିମା, କଲଚର୍ କୁ ବିଶ୍ବ ଦରବାରରେ ପହଞ୍ଚାଇ ପାରୁଛି।


ଏକ ସୁସ୍ଥ ଶରୀର ପାଇଁ, ସୁସ୍ଥ ମସ୍ତିକ ଆଉ ସୁସ୍ଥ ମାନସିକତା ଏହି ଚଳଚିତ୍ର ମାଧ୍ୟମରେ ନିଜେ ଖୁସି ରହିବା ସହିତ ଅନ୍ୟମାନଙ୍କୁ ଖୁସି ଦେଇପାରିବା ଏବଂ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇ ପାରିବ।


Rate this content
Log in

Similar oriya story from Abstract