STORYMIRROR

Akshayakumar Dash

Action

3  

Akshayakumar Dash

Action

ଅନୁରାଧାର ଅନୁଭବ

ଅନୁରାଧାର ଅନୁଭବ

1 min
169

ଅନୁରାଧା ଏ ଗଳ୍ପର ମୁଖ୍ୟ ଚରିତ୍ର।ଆଜିକାଲି ନାରୀକଂ ଚରିତ୍ର ସଂହାର କରିବା ଅନୁଚିତ।କେତେବେଳେ କେମିତି ଏମିତି ସବୁ ଲେଖିବାକୁ ହାତ ଚାଲିଯାଏ। ହେଲେ କାହାଣୀଟି କାଳ୍ପନିକ। କାହା ଚରିତ୍ର ସଂହାର କରିବା ପାଇଁ ସାମାଜିକ ଜୀବନ ଭିତରେ ଲେଖକ ଜଣକ ର ନିରର୍ଦୋଷ ବୋଲି କମ୍ପାନୀ କହିଲେ।କମ୍ପାନୀ ଚରିତ୍ର ଗୋଟିଏ ମଣିଷ ସବୁ ରୋଲ କରି ଦର୍ଶକଙ୍କୁ ମୁଗ୍ଧ କରାଉଥିବା ବ୍ୟକ୍ତି।ନିଜକୁ ଅନୁରାଧା ଭୂମିକା ଲିଭଉଥିବା କମ୍ପାନୀ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରିଥିଲେ । ଦର୍ଶକ କହିଲେ ହାଇସ୍କୁଲ ପିଲା ପୁଅଓ ଝିଅ ଶିକ୍ଷକ ଓ କେତେଜଣ ଶିକ୍ଷୟିତୀ ସହିତ ବିଦ୍ୟାଳୟ କାର୍ଯ୍ୟରେ ଜଡିତ ବଂଧୁ ମାନେ। କମ୍ପାନୀ ଜଣେ ନାରୀ ଭୂମିକାରେ ଅଭିନୟ କରି ଅନୁଭବ କରୁଛନ୍ତି ମନରେ।ବେଳେ ବେଳେ କଣେଇ କଣେଇ ଚାଉଛନ୍ତି ସୁଭଦ୍ରା କଂ ଆଡକୁ।ସୁଭଦ୍ରା କହିଲେ ଅନୁ କଣ ତୁମର ପସନ୍ଦ କି ମୋର ଏହି ଭେନିଟ ବ୍ୟାଗ ଉପରେ, ଅନୁରାଧା କହିଲେ।।ତତ୍କ୍ଷଣାତ ଅନୁକହିଲେ ନାହିଁମ ଦିଦି ମୁଁ ଆପଣଙ୍କ ବ୍ୟାଗ ଦେଖୁନଥିଲି ଦେଖୁଥିଲି ଆପଣ ବହୁତ ସୁନ୍ଦର ଦିଶୁଛନ୍ତି ଆଜି। ସତେ ମୁଁ ସୁନ୍ଦର ଲାଗୁଛି ତୁମକୁ କଣ ଯେ ତୁମେ କହୁଛ?ନାରୀମାନେ ଆଉଜନେ ନାରୀ ମୁହଁରୁ ନିଜର ପ୍ରଶଂସା ଶୁଣିଲେ ଖୁସି ହୁଅନ୍ତି, କିନ୍ତୁ ପ୍ରେମିକ ମୁଖରୁ ପ୍ରଶଂସା ଶୁଣିଲେ ଆତ୍ମ ବିଭୋର ହୋଇପଡନ୍ତି।ଯେମିତି ପଦ୍ମ ପାଖୁଡା ଖୋଲିଯାଇ ସୂର୍ଯ୍ୟଙ୍କ ଦର୍ଶନ ରେ।ଅନୁରାଧା ପ୍ରେମିକା ପରି କଥା କହିବାରେ ଧୁରନ୍ଦର।ଟିକିଏ ମୁରୁକି ହସି କହିଲେ ଅନୁରାଧା, ଦିଦି ଆଜିଯେମିତି ଦିଶୁଚନା, ମାନେପଡୁଛି ନିରବ ରହି ମନେମନେ ଆଖି ବନ୍ଦ କରି ହସିଦେଲେ ଅନୁରାଧା। ଏମିତି କମ୍ପାନୀ ହସିଲେକି ସମସ୍ତେ ତାଳିମାରି ତାରିଫ କଲେ କମ୍ପାନୀକୁ।


             ଏବେ କମ୍ପପାନିଙ୍କ ଅଭିନୟ ସରିଗଲା।ଅନୁରାଧା ନାମଧେୟ ଶିକ୍ଷୟିତୀ ଚରିତ୍ର କୁ ସୁନ୍ଦର ଭାବରେ ପରିବେଷଣ କରି ପ୍ରଶଂସିତ ହେଲେ କମ୍ପାନୀ।ଅନୁରାଧାର ଏବେ ଜାଣିବା ଅନୁଭବ କଣ ହୋଇପାରେ।ଅନୁଭବ କୌଣସି ଭାବରେ ବସ୍ତୁରେ ଓ ସଂକେତରେ କି ସନ୍ଦେହରେ ଇର୍ଷାରେ କ୍ଷୋଭରେ ବା ଚତୁରତାର ନିର୍ଦଶନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action