Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Parameswar Ojha

Tragedy Inspirational


3  

Parameswar Ojha

Tragedy Inspirational


ଆତ୍ମାହୁତି

ଆତ୍ମାହୁତି

1 min 226 1 min 226

ତୁମେ ନିର୍ଦ୍ଦୋଷରେ ଖଲାସ୍ ହେବା ପାଇଁ ତୁମକୁ କେବଳ ଆସାମୀ ଟେ ଦରକାର ତ ? ସେ ନ ମିଳିଲା ନାହିଁ, କିଛି ଆଗ ପଛ ନ ଭାବି ମୋତେ ନେଇଯାଅ । ସବୁ ପାପ ସବୁ ଭୁଲ୍ ମୁଁ କରିଛି ଦମ୍ଭରେ କହିବି ।


 ଏ କଳଙ୍କିତ ମନର ଓଜନ ପିରାମିଡ୍ ଠାରୁ ବି ଆହୁରି ଭାରି ଲାଗୁଛି ଏବେ, କିଛି ଭୁଲ୍ ପାଇଁ ଦୋଷୀ ଦୋଷୀ ହୋଇ ରହିବା ଅପେକ୍ଷା, ଅନ୍ତତଃ ତମ କାମରେ ଆସି ମୁଁ ଟିକେ ହାଲକା ହୋଇ ଯାଆନ୍ତି ।


Rate this content
Log in

More oriya story from Parameswar Ojha

Similar oriya story from Tragedy