ଆତ୍ମାହୁତି
ଆତ୍ମାହୁତି
ତୁମେ ନିର୍ଦ୍ଦୋଷରେ ଖଲାସ୍ ହେବା ପାଇଁ ତୁମକୁ କେବଳ ଆସାମୀ ଟେ ଦରକାର ତ ? ସେ ନ ମିଳିଲା ନାହିଁ, କିଛି ଆଗ ପଛ ନ ଭାବି ମୋତେ ନେଇଯାଅ । ସବୁ ପାପ ସବୁ ଭୁଲ୍ ମୁଁ କରିଛି ଦମ୍ଭରେ କହିବି ।
ଏ କଳଙ୍କିତ ମନର ଓଜନ ପିରାମିଡ୍ ଠାରୁ ବି ଆହୁରି ଭାରି ଲାଗୁଛି ଏବେ, କିଛି ଭୁଲ୍ ପାଇଁ ଦୋଷୀ ଦୋଷୀ ହୋଇ ରହିବା ଅପେକ୍ଷା, ଅନ୍ତତଃ ତମ କାମରେ ଆସି ମୁଁ ଟିକେ ହାଲକା ହୋଇ ଯାଆନ୍ତି ।
