STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ଆଗକୁ ଆସୁଛି ରଙ୍ଗ

ଆଗକୁ ଆସୁଛି ରଙ୍ଗ

1 min
191

ଏସନ ରଙ୍ଗ ଖେଳିବା ମନା ।ନରତମ ସାଙ୍ଗ ବିଜୟ କୁ କହିଲା ।ତୁକଣ ଜାଣିନୁ କରୋନା ପରା ପୁଣି ଫେରିଲାଣି ।ଓଡ଼ିଶାରେ ନୂଆ ଷ୍ଟ୍ରେନ୍ନନେଇ ଆସୁଛି, ଆକ୍ରାନ୍ତ କଂ ସଂଖ୍ୟା ବଢି ବଢ଼ି ଚାଲିଛି ।ସରକାର ପୁଣି କହିଲେନି ସଭା ସମିତି ଲୋକ ଠୁଳ ଆଦି କରିବାକୁ ନିର୍ଦେଶ ଦେଲେଣି । ନରତମ କଥାକୁ କାଟି ବିଜୟ କହିଲା, ଆରେ ଆମ ଗାଁରେ ନାହିଁ ମ, ସେ ସବୁ ସହରରେ । ଆମ ଗାଁରେ ପଶିବାକୁ ଆମେ ଦେବନି । ବାହାରୁ ଆସୁଥିବା ଆମ ଗାଁ କୁ ଲୋକଙ୍କୁ କରନା ପରୀକ୍ଷା କରି ପୁରେଇବା ।ବିଜୟ କଥାକୁ ସମର୍ଥନ କରି ନରତମ କହିଲା, ଜାଣିଲୁ ସରକାରଙ୍କ ଟୀକା ଆମ ଗ୍ରାମର ବୟସ୍କ ଲୋକ ସମସ୍ତେ ନେଲେଣି ।ଏବେ ଆମମାନଙ୍କ ଟୀକା ନେବା ପାଳି ।ଆମେ ସମସ୍ତେ ଡାକ୍ତରଖାନା ଯାଇ ଟୀକା ନେଇ ଆସିବା । ଦୁଇ ସାଙ୍ଗ କଂ ଭିତରେ କଥା ବାର୍ତା ଚାଲିଥିଲା ବେଳେ ଗାଁ ଭିତରକୁ ପ୍ରଚାର ଗାଡି ପହଁଚି କହିଲା, ଏବେ ସରକାର କଂ ତରଫରୁ ସମସ୍ତଙ୍କୁ ମାଗଣା କରୋନା ଟୀକା ଦେବାର ବ୍ୟବସ୍ତା ସରକାରୀ ଡାକ୍ତର ଖାନା ରେ ଉପଲବ୍ଧ ।ଗ୍ରାମବାସୀ କୁଁ ଅନୁରୋଧ କରନା ଟୀକା ନେଇ ନିଜକୁ ବଞ୍ଚନ୍ତୁ ।ଅଜୟ କହିଲା, ଆଗକୁ ରଙ୍ଗ ଆସୁଛି ,କରୋନା ବି, ଏବେ ସତର୍କ ସୂଚନା ଦେଇଛନ୍ତି ।ଆଗେ ତ ଜୀବନ।ରଙ୍ଗ ନଖେଳି ରହିହେବ ହେଲେ ରୋଗ, ନା କରୋନା କୁ ହଟେଇବାକୁ ପଡିବ, ସମାଜର ଉଚିତ କାମ ପାଇଁ ସହଯୋହ ଆବଶ୍ୟକ । ତେବେ ଏ ବେ ଆମକୁ ବି ତୁଣ୍ଡି ପିନ୍ଧି ବାହାର କୁ ଯିବା ଓ ହାତକୁ ଧୋଇ ନେବା ଉଚିତ ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action