Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Tragedy

2  

Prasant Kumar Senapati

Tragedy

ଯଦି ମୁଁ କେବେ ଚାଲି ଯାଏ

ଯଦି ମୁଁ କେବେ ଚାଲି ଯାଏ

1 min
6.5K


ଯଦି ମୁଁ କେବେ ଚାଲି ଯାଏ ,ଦୁନିଆ ବୁକୁରୁ ,

ଭୁଲି ଯିବ ମୋତେ ତମ ହୃଦୟ ଭିତରୁ ।

ଯଦି ମୁଁ କେବେ ଦେଇଥିବି ତମ ଆଖିରେଲୁହ ,

ଭୁଲିଯିବ ଭାବି ମୁଁ ଥିଲି କୋଉ ଅଜଣା ଝିଅ ।

ଯଦି ମୁଁ କେବେ ଦେଇଥିବି ତୁମକୁ ଗାଳି,

ଭୁଲିଯିବ ଭାବି ଥିଲି ମୁଁ ଅଲିଅଳୀ ।

ଯଦି ମୁଁ କେବେ ତୁମ ହୃଦୟେ ଦେଇଥିବି କଷ୍ଟ,

ଭୁଲିଯିବ ଭାବି ଥିଲି ମୁଁ ଟିକେ ଦୁଷ୍ଟ ।

ଲାଗୁଛି ଯଦି ମୋ ଭଲ ପାଇବା ନଥିଲା ସତ ,

ଭାବିନେବି ମୁଁ ଦୂରେଇ ଯାଇ କରିନି କିଛି ପାପ ।


Rate this content
Log in

Similar oriya poem from Tragedy