Achyutananda Mohanty
Inspirational
ନବୁ ନାହିଁ ନବୁ ନାହିଁ କହି
ନେଉଛନ୍ତି ସବୁତ ଲୁଟି
ଟିଭି, ଫ୍ରୀଜ ଠାରୁ ଆରମ୍ଭ କରି
ଝାଡୁ, ପାପୋଛ ଗୋଟି ଗୋଟି
କହିଲା ବେଳକୁ କୁହନ୍ତି
ଯାହା ଦବ ତମ ଝିଅକୁ
ଆମର କିଛି ଦରକାର ନାହିଁ
କେମିତି ଯିବ ଏ ଯୌତୁକ ପ୍ରଥା
ଭାବି ହୁଏ ମୁଣ୍ଡ ବ୍ୟଥା ।
ଯୌତୁକ
ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ଚାଲ ଯିବା ସର୍ବେ କାଉଁର... ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ...
ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ତୃଷ୍ଣା ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ...
ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବାଟରେ ଭାଇହେ ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବ...
କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ
ଯୁଗେ ଯୁଗେ ଦ୍ରୌପଦୀ ଯୁଗେ ଯୁଗେ ଦ୍ରୌପଦୀ
ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ। ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ।
ମନନ, ଚିନ୍ତନେ ଲିପ୍ତ ରହି ସଦା ମିଳିଯାଉ ଆତ୍ମଜ୍ଞାନ ମୁକତି ଦେଇ ଏ ଅନିତ୍ୟ ସଂସାରୁ ବ୍ରହ୍ମରେ କର ବିଲୀନ। ମନନ, ଚିନ୍ତନେ ଲିପ୍ତ ରହି ସଦା ମିଳିଯାଉ ଆତ୍ମଜ୍ଞାନ ମୁକତି ଦେଇ ଏ ଅନିତ୍ୟ ସଂସାରୁ ...
ସରଳ ତରଳ ଜୀବନ ଆଦର୍ଶ ଭାରି ମନ ଲୋଭା କାନ୍ତି ଏମିତି ଜନମ ମିଳନ୍ତା କି ଗୋଟେ ହଟନ୍ତା ମୋହର ଭ୍ରାନ୍ତି ।। ସରଳ ତରଳ ଜୀବନ ଆଦର୍ଶ ଭାରି ମନ ଲୋଭା କାନ୍ତି ଏମିତି ଜନମ ମିଳନ୍ତା କି ଗୋଟେ ହଟନ୍ତା...
ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।। ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।।
ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।। ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।।
ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।। ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।।
ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ
ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ । ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ ।
ଝିଅ.... ଝିଅ....
ମାନବିକତା ମାନବିକତା
ନାରୀ ତୁମେ ନାରାୟଣୀ ନାରୀ ତୁମେ ନାରାୟଣୀ
ପରମେଶ୍ବରଙ୍କ ପାଦେ ପରମେଶ୍ବରଙ୍କ ପାଦେ
ଦୀନ ଦଳିତ ବୁଭୁକ୍ଷୁ ଜନତା କାହାର ଅଧୀନ ଛଅ କମ୍ ଅଶି ବର୍ଷ ପରେ? ଦୀନ ଦଳିତ ବୁଭୁକ୍ଷୁ ଜନତା କାହାର ଅଧୀନ ଛଅ କମ୍ ଅଶି ବର୍ଷ ପରେ?
ଯଶ ଖ୍ୟାତି ସ୍ଥିତି ପାଇଁକି ତିଳେହେଁ ସ୍ୱତନ୍ତ୍ରତା ଭୁଲ ନାହିଁ; ଆତ୍ମ ସମ୍ମାନ ଓ ନୈତିକତା ଜଗି... ଯଶ ଖ୍ୟାତି ସ୍ଥିତି ପାଇଁକି ତିଳେହେଁ ସ୍ୱତନ୍ତ୍ରତା ଭୁଲ ନାହିଁ; ଆତ୍ମ ସମ୍ମାନ ଓ ନୈତିକତ...
ପାଞ୍ଚ ବରଷ ଏମିତି ଗଛ ଲଗାଇଲେ ସବୁଯାକ ସମସ୍ୟା ଯେ ତୁଟିଯିବ ଭଲେ ଜଣକ ଗୋଟିଏ ଗଛ ବାକି ସବୁ ଥାଉ.... ପାଞ୍ଚ ବରଷ ଏମିତି ଗଛ ଲଗାଇଲେ ସବୁଯାକ ସମସ୍ୟା ଯେ ତୁଟିଯିବ ଭଲେ ଜଣକ ଗୋଟିଏ ଗଛ ...