STORYMIRROR

Dhananjaya Bagarty

Abstract

2  

Dhananjaya Bagarty

Abstract

ତୁମେ

ତୁମେ

1 min
375

ସକାଳର ଶିଶିରରବିନ୍ଦୁରେ ତୁମେ

ସମୁଦ୍ରର ବାଲି ରାଶିରେ ତୁମେ

ସୁଗନ୍ଧିତ ଫୁଲମହକରେ ତୁମେ

ଝରଣାର କୁଳୁକୁଳୁନାଦରେ ତୁମେ


ପର୍ବତର ସବୁଜିମାରେ ତୁମେ

ମେଘର ବିଛିନ୍ନତାରେ ତୁମେ

ଆକାଶର ବିଶାଳତାରେ ତୁମେ

ମୟୁରର ନୃତ୍ୟତାରେ ତୁମେ


ଇନ୍ଦ୍ରଧନୁର ବଳୟରେ ତୁମେ

ଫଗୁଣର ମଳୟରେ ତୁମେ

ନିଦର ଗହନତାରେ ତୁମେ

କପୋତର ସରଳତାରେ ତୁମେ


ସ୍ୱପ୍ନର ଅନ୍ଧକାରରେ ତୁମେ

ହୃଦୟର ଝଙ୍କାରରେ ତୁମେ

ଆଷାଡ଼ର ବର୍ଷାରେ ତୁମେ

ପଦ୍ମର ପାଖୁଡାରେ ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dhananjaya Bagarty

Similar oriya poem from Abstract