STORYMIRROR

Purna chandra Rana

Abstract

2  

Purna chandra Rana

Abstract

ତୁମେ ଆବଶ୍ୟକ

ତୁମେ ଆବଶ୍ୟକ

1 min
352

ତୁମେ ଏକାନ୍ତ ଆବଶ୍ୟକ

ମୋ ପାଇଁ

ତୁମେ ହିଁ ଆବଶ୍ୟକ

ତୁମେ ମୋ ମନର ଛବି

ମୋ ହୃଦୟର ଚାବି

ତୁମ ବିନା ଖୋଲେନାହିଁ 

ଏ ହୃଦୟ କୋଠରୀ

ଖୋଲେନାହିଁ ହୃଦୟ କୋଠରୀ ,

ତୁମେ ଭକ୍ତି ପୂଜା ଫୁଲ

ଏ ନିରୋଳା ମନର

କୋଟି କୋଟି ମୂଲ

ତୁମକୁ ଭାବିଦେଲେ

ଖେଳିଯାଏ ଶୀହରଣ

ଆପାଦ ମସ୍ତକ 

ଖେଳିଯାଏ ଆପାଦ ମସ୍ତକ ,

ତୁମେ ଏ କଳଙ୍କିତ ମନର

ମାର୍ଜିତ ପ୍ରସ୍ତର

ପାପ ମେଞ୍ଚା ମେଞ୍ଚା

ପୂର୍ଣ୍ୟ ପାଇଁ ତରସୁଛି

ଏ ଚିତ୍ତେ ଯେ ଆଭା

ତରସୁଛି ଏ ଚିତ୍ତେ ଯେ ଆଭା,

ତୁମେ ବିଶ୍ୱାସର ରାହା

ତୁମ ବିନା ବିଗ୍ରହ ଯେ

ସୁଲୁ ସୁଲୁ ବାହା

ସବୁ ତୁମରି ହସ୍ତରେ

ତୁମ ଆବଶ୍ୟକ କିଏ 

କରିବନି ପୂରା

ତୁମେ ଏ ଜୀବନ ରାହାରେ

ଏକାନ୍ତ ଆବଶ୍ୟକ

ତୁମେ ଆବଶ୍ୟକ ।





Rate this content
Log in

Similar oriya poem from Abstract