STORYMIRROR

Bharati Bhusan

Romance

4  

Bharati Bhusan

Romance

ତୁମ ପାଇଁ

ତୁମ ପାଇଁ

1 min
205

ଫୁଲରେ ବାସନା ଅଛି

ଚାନ୍ଦରେ ଜୋଛନା ଅଛି

ତୁମେ ମୋ ପାଖରେ ଆଜିନାହଁ

ହେଲେ ତୁମ ସ୍ମୁତି ମୋପାଖେ ଅଛି ।


ସାଗରରେ ତରଙ୍ଗଅଛି

ସମୀରେ ସୁରଭିଅଛି

ତୁମେକେତେ ଦୂରେ ମୁଁ ଜାଣେନା

ହେଲେସେଇ ବେଳାଭୂମିର ଅଛି ।


ଆଜିବି ବସନ୍ତ ଅଛି

ଆଜିବି କୋଇଲି ଅଛି

ତୁମ ସୁର ଆଜି ତ ଶୁଭେନ୍ଦୁ

ହେଲେ ମନ ତୁମକୁ ଝୁରୁଛି ।



Rate this content
Log in

More oriya poem from Bharati Bhusan

Similar oriya poem from Romance