Bharati Bhusan
Abstract
ଫୁଲରେ ବାସନା ଅଛି
ଚାନ୍ଦ ରେ ଜୋଛନାଅଛି
ତୁମେମୋ ପାଖରେ ଆଜି ନାହଁ
ହେଲେତୁମସ୍ମୁତି ମୋ ପାଖେ ଅଛି
ସମୀରେ ସୁରଭି ଅଛି
ସାଗରେ ତରଙ୍ଗଅଛି
ତୁମେ ମୋ ପାଖରେଆଜି ନାହଁ
ହେଲେ ସେଇବେଳାଭୂମି ଅଛି
ଆଜିବି ବସନ୍ତ ଅଛି
ଆଜିବି କୋଇଲା ଅଛି
ତୁମସୁର ଆଜିତ ଶୁଭେନା
ହେଲେ ମନ ତୁମକୁ ଖୋଜୁଛି
ମନେପଡ
ତୁମ ପାଇଁ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଚାକିରୀ ଚାକିରୀ
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ବିଜୟା ଦଶମୀ ବିଜୟା ଦଶମୀ
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ଏହି ଜ୍ୟେଷ୍ଠ ମାସ ଅମାବାସ୍ୟା ତୋର ନାମରେ ହୋଇବ ଖ୍ୟାତ ସଧବା ନାରୀଏ ଏ ବ୍ରତ କରିବେ ନାମ ଯ ଏହି ଜ୍ୟେଷ୍ଠ ମାସ ଅମାବାସ୍ୟା ତୋର ନାମରେ ହୋଇବ ଖ୍ୟାତ ସଧବା ନାରୀଏ ଏ ବ୍ରତ କରିବେ...
ଆପଣାର ଏଠି କେହି ଯେ ନୁହନ୍ତି ସ୍ୱାର୍ଥରେ ଚାଲିଛି ଖେଳ ସ୍ୱାର୍ଥ ସରିଗଲେ ହେବେନି କାହାର ଆପଣାର ଏଠି କେହି ଯେ ନୁହନ୍ତି ସ୍ୱାର୍ଥରେ ଚାଲିଛି ଖେଳ ସ୍ୱାର୍ଥ ସରିଗଲେ ହେବେ...
ସେଇ ହନୁମାନ ଏ ବିଶ୍ଵ ଜଗତକୁ ରଖନ୍ତୁ ପ୍ରଭୁ ଶ୍ରୀରାମ ସୁରକ୍ଷା ଦେଇ ରକ୍ଷା କରନ୍ତୁ । ସେଇ ହନୁମାନ ଏ ବିଶ୍ଵ ଜଗତକୁ ରଖନ୍ତୁ ପ୍ରଭୁ ଶ୍ରୀରାମ ସୁରକ୍ଷା ଦେଇ ର...
କାର୍ଯ୍ୟ ହାସଲରେ ଅତି ସହଯୋଗୀ ଯାହା କହେ ଆମ ଶାସ୍ତ୍ର କାମ ଉଦ୍ଦୀପନା ସୃଷ୍ଟି କରି ହସ ... କାର୍ଯ୍ୟ ହାସଲରେ ଅତି ସହଯୋଗୀ ଯାହା କହେ ଆମ ଶାସ୍ତ୍ର କାମ ଉଦ୍ଦୀପନା ସୃଷ...
କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ, ବରଷକେ ଥରେ ଆସେ ଏହି ପରବ କୁଆଁରୀ ଝିଅଙ୍କ ପୁରି ଆନନ୍ଦ ଅପୂର୍ବ ... କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ, ବରଷକେ ଥରେ ଆସେ ଏହି ପରବ କୁଆଁରୀ ଝିଅଙ୍କ ...
ପୁତ୍ରର ବିଳାପ ପୁତ୍ରର ବିଳାପ
ସଲାମ ବାଜିରାଉତ ସଲାମ ବାଜିରାଉତ
ହାତ ପତେଇ ତ ବଞ୍ଚିବାଟା କଷ୍ଟ ଭିକ ମାଗିଦେଲେ ସବୁ ହୁଏ ନଷ୍ଟ ଘୃଣା କରି ମୁଁ ଏହି ଜୀବନକୁ ଭାବିଲି ସ ହାତ ପତେଇ ତ ବଞ୍ଚିବାଟା କଷ୍ଟ ଭିକ ମାଗିଦେଲେ ସବୁ ହୁଏ ନଷ୍ଟ ଘୃଣା କରି ମୁଁ ଏହି ଜୀବନକ...
ସତ୍ୟ ବଚନ ସତ୍ୟ ବଚନ
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ