STORYMIRROR

Dibyashree Bishwabandya

Romance

2  

Dibyashree Bishwabandya

Romance

ତୁ କି ସେଇ!

ତୁ କି ସେଇ!

1 min
107

ସୁଖରେ ସଭିଏଁ ଭାଗୀ

ହବୁକି ତୁ ମୋ ଦୁଃଖର ରାତି ।


ଆନନ୍ଦ ଆୟୋଜନେ ସମସ୍ତେ ସାଥି

ହବୁକି ତୁ ମୋ ବିଜନ ବେଳାର ସଖି ।


ଶବ୍ଦର ମର୍ମ ସଭିଙ୍କୁ ବୁଝା

ହବୁକି ତୁ ମୋ ନିଃଶବ୍ଦ ଆଖିର ଭାଷା ।


ସବୁ ଆଖି ଖୋଜେ ପୂର୍ଣ୍ଣତା

ହବୁକି ତୁ ମୋ ଶୂନ୍ୟତା ।


ସବୁଠି ଦିଶେ ଅସମ୍ଭବର ସମ୍ଭାବନା

ଆଣିବୁକି ତୁ ଏକ ନୂତନ ସମ୍ଭାବନା!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance