STORYMIRROR

Apalata Aruk

Romance

2  

Apalata Aruk

Romance

ତମେ ଓ ମୁଁ

ତମେ ଓ ମୁଁ

1 min
13.4K


ତମେ ସାଗରର

ଦୁର୍ବାର ଆକର୍ଷଣ,

ମୁଁ ତଟିନୀର

ମୁଗ୍ଧ ସମର୍ପଣ ।

ତମେ ଆକାଶର

ନିଆରା ନିବିଡପଣ,

ମୁଁ ଯେ ମାଟିର

ଆତୁର ଆମନ୍ତ୍ରଣ ।


ଅପଲତା ଆରୁକ, ମନୋହରପୁର,ମୟୂରଭଞ୍ଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance