Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitu Giri

Abstract Inspirational Others

3  

Jitu Giri

Abstract Inspirational Others

💐🌹🌹🌹ସତ୍ୟ🌹🌹🌹💐

💐🌹🌹🌹ସତ୍ୟ🌹🌹🌹💐

1 min
184



ତୁମେ କ'ଣ ମୋର ବିଗତ ଅତୀତ

ଚିହ୍ନା ଜଣା ଶୁଣା....... ନାମ

ତୁମପାଇଁ କେତେ କ୍ଷଣ ଖର୍ଚ୍ଚ ହୋଇ

ଯାଇଛି ହଜି ସେ ....... ଦିନ .


ମୁଁ କ'ଣ ତୁମର ହଜିଲା ଅତିଥି

ଅବା .... ଆତ୍ମୀୟ ସ୍ୱଜନ

ମୋ ପାଇଁ ଅପେକ୍ଷା କେତେକେତେ କରି

ନିଅ ..... ସେନେହରେ ନାମ .


ପକ୍ଷୀ ନିଡ ଭାଙ୍ଗେ ପୁଣି ଗଢିଚାଲେ

ବାଆ ବତାସକୁ ...... ଚିହ୍ନି

ମନ ଭଙ୍ଗାଗଢା ଅବାରିତ ଚାଲେ

ପ୍ରକୃତି ନିୟମ .... ......ମାନି .


ତୁମେ ସତ୍ୟ "ପ୍ରକୃତ " ମୁଁ ଶକ୍ତି "ପ୍ରକୃତି"

ପୁରୁଷ ନାରୀ ..... ନାମରେ

ମାଟିରେ ମିଶିଲେ ମାଟିରୁ ଜନ୍ମିବା

ପ୍ରକୃତି ଲୀନ ..... ସତ୍ୟରେ ।


Rate this content
Log in

Similar oriya poem from Abstract