STORYMIRROR

Jitu Giri

Others Children

3  

Jitu Giri

Others Children

💐🌹🌹🌹ସ୍ବପ୍ନ🌹🌹🌹💐

💐🌹🌹🌹ସ୍ବପ୍ନ🌹🌹🌹💐

1 min
200

ହେ ସ୍ୱପ୍ନ ତୁମେ କେବେ ଆସିଯାଅ,

  ନାତିନାତୁଣୀର ଖିଲି ଖିଲି ହସ ହୋଇ,

  ``ଜେଜେ ଆଉ ଜେଜେମାଆଙ୍କର ଆଖିରେ``।।[୧]


 

 ହେ ସ୍ୱପ୍ନ ତୁମେ କେବେ ଆସିଯାଅ,

  ପିଲାମାନଙ୍କର ପ୍ରତିଭାମୁଖି ଭବିଷ୍ୟତ ହୋଇ

  ``କେତେ ମାଆ ବାପାଙ୍କର କଷ୍ଟ ଜର୍ଜରିତ ଆଖିରେ``।। [୨]   


ହେ ସ୍ୱପ୍ନ ତୁମେ କେବେ ଆସିଯାଅ,

  ନୂଆ ଖାଦ୍ୟର ଅନ୍ୱେଷଣ ନେଇ,

   ``କାକ କାକଳୀଙ୍କର କିଚିରିମିଚିରି ସ୍ଵରରେ ``।।[୩]


 ହେ ସ୍ୱପ୍ନ ତୁମେ କେବେ ଆସିଯାଅ,

      ଆନନ୍ଦର ରାଗ ନେଇ,

   ``ପକ୍ଷୀରାଜ ମୟୂରର ନୂତ୍ୟର ମୂର୍ଚ୍ଛନାରେ``।।[୪]


   

ହେ ସ୍ୱପ୍ନ ତୁମେ କେବେ ଆସିଯାଅ,

       ଅମୃତ ବାରି ଧାରାରେ ହୋଇ,

 `` କୃଷକର ଧାର ଧାର ଶୋଶିତ ଭିତରେ ``।।[୫]

  

 

ହେ ସ୍ୱପ୍ନ ତୁମେ କିନ୍ତୁ ଈଶ୍ଵରଙ୍କର ଅନବଦ୍ୟ ସୃଷ୍ଟି।

   ପ୍ରତିଟି ମନରେ ଆଣିଦିଅ ଏକ ସୁନ୍ଦର ଆଭାର,

  `` କାଳ୍ପନିକ ଓ ବାସ୍ତବିକ ପ୍ରତିଛବି``।।[୬]



Rate this content
Log in