STORYMIRROR

Jayadev Senapati

Abstract

5.0  

Jayadev Senapati

Abstract

ସମୟ ସ୍ରୋତରେ ମଣିଷ

ସମୟ ସ୍ରୋତରେ ମଣିଷ

1 min
213

ସମୟ ସ୍ରୋତରେ ଭାସୁଛି ମଣିଷ

ନିଜ ଆଖି ଲୁହ ପିଇ,

ଅଳପ ହସୁଛି କାନ୍ଦୁଛି ସେ ବେଶି

ଯେହ୍ନେ ଖରା ମିଶା ଛାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract