Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୃଜନ ପାଗ

Abstract

3  

ସୃଜନ ପାଗ

Abstract

ସ୍ମୃତି

ସ୍ମୃତି

1 min
138


ସ୍ମୃତି କ'ଣ ଭୁଲି ହୁଏ

ଆମରି ପ୍ରେମର

ତୁମକୁ କ'ଣ ଭୁଲି ହେବ

ଏଇ ଜୀବନରେ

କେବେ ଭାବିଛ

ଆମ ଅତୀତ ସ୍ମୃତି ବିଷୟରେ


ଭାବି ନ ଯଦି ଭାବି ଦେଖ ଥରେ

ଆମ ସେଇ ଅତୀତ

ତୁମ ସହ ବିତି ଥିବା ମୁହୂର୍ତ୍ତ

ଆଜି ତ ସାଜିଛି ସ୍ମୃତି

କିଛି ତୁମର ଆଉ କିଛି ମୋର

ରହିଛି ହୃଦୟରେ ।


ତୁମେ ମୋ ସ୍ମୃତିରେ ଅଛ

ମୁଁ ତୁମ ସ୍ମୃତିରେ ଅଛି କି ନା

ଜାଣିନି ମୁଁ

ହେଲେ ମୋର ହୃଦୟ କହୁଛି

ମୁଁ ଆଜିବି ଅଛି

ତୁମରି ଭିତରେ

କେତେ ଗୁଡିଏ ସ୍ମୃତି ସାଜି

ଆଉ ରହିଥିବି ସବୁବେଳେ ।


Rate this content
Log in

More oriya poem from ସୃଜନ ପାଗ

Similar oriya poem from Abstract