Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୃଜନ ପାଗ

Others

3  

ସୃଜନ ପାଗ

Others

ମେଘ

ମେଘ

1 min
424


ରେ ମେଘ

ଆଜି ତୁ ବରଷି ଯାଆ

ମୋତେ ଭିଜେଇ ଯାଆ

ମୋ ପ୍ରିୟାକୁ କହି ଦେଇ ଯାଆ

ମୁଁ ଆସିଛି ତା କଥା ରଖି

ସାଥି ହେଇ ଭିଜିବାକୁ

ସିଏ ପରା ଦେଇ ଥିଲା କଥା ।


କହିବୁ ତୋ ସେ ଭୁଲି ଗଲା 

କି ରେ ଆଜି

ମନେ ପକେଇ ଯାଆ

ତାକୁ କହି ଦେଇ ଯାଆ

ମୋତେ ଭେଟିବାକୁ

ନଈ କୂଳ ବଉଳ ଗଛର ତଳେ

ଘରିଛିରେ ପୀରତିର ନିଶା ।


ରେ ମେଘ

ଭୁଲିବୁନି ଜମା

ତୋତେ ଆକାଶର ରାଣ

ତୋତେ ଏ ମାଟିର ରାଣ

ମୋ କଥା ତୁ ମାନିଯାଆ ମାନିଯାଆ ।


Rate this content
Log in

More oriya poem from ସୃଜନ ପାଗ