STORYMIRROR

Subhasmita Behera

Abstract

2  

Subhasmita Behera

Abstract

ସମାଜ

ସମାଜ

1 min
13.5K


ଏ ସମାଜ କହେ,

ମୁଁ ଗୋଟିଏ ପାଗଳ

ହଁ ମୁ ପାଗଳ

ଭଲପାଇବା ଟିକେ ପାଇବା ପାଇଁ

ଏ କଳା ସଂସ୍କ୍ରୁତି ପାଇଁ

ଏ ପ୍ରକୃତରି ସୌନ୍ଦର୍ଯ୍ୟ ପାଇଁ

କୋଇଲିର କୁହୁକୁହୁ ତାନ ପାଇଁ

ମନ୍ଦିରେ ବାଜୁଥିବା ସେ ଘଣ୍ଟିର ଶଦ୍ଦ ପାଇଁ

ନୃତ୍ୟର ଛଳ ପାଇଁ

ନୂପୁରର ରୁଣୁଝୁଣୁ ଶଦ୍ଦ ପାଇଁ

ସଂଗୀତର ସାତସୁର ପାଇଁ

ଭଲ ପାଇ ପାଇ ଆଜି ମୁଁ ପାଗଳ

ତଥାପି ଏ ଦୁନିଆଁ କହେ

ମୁଁ କାଳେ ବଡ ହୃଦୟହୀନ !


ସୁଭଶ୍ମିତା , ଯାଜପୁର


Rate this content
Log in

More oriya poem from Subhasmita Behera

Similar oriya poem from Abstract