Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

4  

Suresh chandra Padhy

Classics

ସିନ୍ଦୁର

ସିନ୍ଦୁର

1 min
258



ସିନ୍ଦୁର ମୋର ସୁନ୍ଦର ଲାଗୁଛି

ତୁମକୁ ମୁଁ ସ୍ୱାମୀ ରୂପରେ ପାଇଛି

ସିନ୍ଦୁର ନାରୀ ଜାତିର ଗର୍ବ ଗୌରବ

ସିନ୍ଦୁର ବିନା ନାରୀ ହରାଇ ଦିଏ ସର୍ବ ।


ନାଲି ଓଢଣୀ ଦେଇ ଆସିଥିଲି ତୁମ ଘର

ବୋହୂ କରି ଆଣି ଥିଲ ମୋତେ ଘରଣୀ ହେଲି ତୁମର

ସିନ୍ଦୁର ମୋର ତୁମ ପାଇଁ ମଥାରେ ଅଛି

ତୁମେ ମୋ ଦେବତା ତୁମ କୁ ନୀତି ଦେଖୁଛି ।


ସିନ୍ଦୁର ମୋର ମଥାରେ ପିନ୍ଧିଛି

ବାହା ବେଦିରେ ତୁମ ହାତରୁ ପାଇଛି

ସିନ୍ଦୁର ମୋର ସିନ୍ଥିରେ ଝଟକୁ ଥାଉ

ଧନ ଦଉଲତ ଲୋଡ଼ା ନାହିଁ କିଛି ଆଉ ।


ହେ ଈଶ୍ୱର ମୋ ଶଙ୍ଖା ସିନ୍ଦୁର 

କରି ଦିଅ ତୁମେ ତ ବଜର

ମୋ ମଥାର ସିନ୍ଦୁର ମଲା ଯାଏ ରହି ଥାଉ

ସ୍ୱାମୀ ମୋର ଗତି ସ୍ୱାମୀ ମୁକତି ସ୍ୱାମୀ ପାଖେ ଥାଉ ।


ଚାହିଁ ନ ଥିଲି ମୁଁ ସୁନା କି ମୋତୀ

ଚାହିଁ ଥିଲି ମୁହିଁ ତୁମପରି ସାଥି

ସିନ୍ଦୁର ଦେଇ ସାତ ଜନ୍ମ ପାଇଁ କଲ ନିଜର

କଥା ଦେଇ ଅଛ ମୋତେ ହାତ ଛାଡିବନି ମୋର ।


Rate this content
Log in

Similar oriya poem from Classics