STORYMIRROR

Manasi Rani Nanda

Inspirational

3  

Manasi Rani Nanda

Inspirational

ଶିକ୍ଷା

ଶିକ୍ଷା

1 min
279

ଶିକ୍ଷା ଜୀବନର ଅଟେ ଏକ ଦିକ୍ଷ୍l

ଅତୀତ ନୁହେଁ ବର୍ତମାନ ଇଏ,

ପତିକ୍ଷା ର କରେ ଅନ୍ତ

ଅନ୍ଧାରର ଅଟେ ଇଏ ବନ୍ଦ୍ୟ ।


କରାଳ ଅନ୍ଧକାର କରେ ରଚନା

ରକ୍ଷା କରେ ଶିକ୍ଷାର ସୂଚନା,

ପ୍ରତିବାଦୀ ହୁଏ ବିନାଶ

ଦିଶା ଦେଖାଏ ଶିକ୍ଷା ଆଇନ।


ଏବେ ମୁଦ୍ରା କରେ ମାପ

ଶିକ୍ଷାର ଏହି ଅମୁଲ୍ୟ ଯୋଜନା,

ଭାରି ପଡେ ମୁଦ୍ରା ସ୍ପୃହା

ହଜିଯାଏ ପ୍ରକୃତ ବାସନା ।


Rate this content
Log in

More oriya poem from Manasi Rani Nanda

Similar oriya poem from Inspirational