STORYMIRROR

Manasi Rani Nanda

Romance Tragedy

3  

Manasi Rani Nanda

Romance Tragedy

ତୁମେ

ତୁମେ

1 min
386

ତୁମେ କହିଲ ଆପଣାର ବୋଲି

ଡାକିଦେଇ ନେଲ ପାଖେ ହୋଇଲ ଆପଣାର


ମନ ଦେଲ ମନ ନେଲ ହେଲ ନିଜର

ପାଖେ ଆସି ଦେଲ ତୁମ ନଜର ।।


ତୁମେ କହିଦେଲପୁଣି ଭୁଲି ଗଲ

ହଜେଇଦେଲ ମୋର ନିଦ୍ରା ରାଜନିର ।।


ତୁମେ କହିଲ ହଜେଇବ ଖବର

ହେଲେ କରିଦେଲ ମତେ ଅନାଦର ।।


ତୁମେ କରିଥିଲ ମତେ ଆପଣାର

ସମୟ ପୂର୍ବରୁ ହୋଇଗଲ ନିଜେ ପର ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manasi Rani Nanda

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance