STORYMIRROR

Abinash Das

Romance

2  

Abinash Das

Romance

ସେକେଣ୍ଡ ଲଭର୍

ସେକେଣ୍ଡ ଲଭର୍

1 min
2.9K


କିଏ ଗୋଟେ ଅନିଚ୍ଛାକୃତ ଭାବେ

ହୃଦୟ ଭିତରକୁ ପଶିଆସେ,

ଅଭିବ୍ୟକ୍ତିର ଗାମ୍ଭୀର୍ଯ୍ୟରେ ଧର୍ଷଣାତ୍ମକ ପ୍ରେମ ନିବେଦନ ...

ହାରିଯାଇଥିବା ପ୍ରଣୟିନୀ ପରି ଆଣ୍ଡୁମାଡ଼ି

ପ୍ରେମ କରିବାକୁ ବିନତି କରେ....

ଗୋପନରେ ଜଳୁଥିବା ପ୍ରେମିକାକୁ ମିଳିଯାଏ

ଆଉ ଏଲ ପ୍ଲାଟ୍ ଫର୍ମ ...

ଯାହାକୁ ସେ ଜାଳିବ ... ଦିନେ ସେ ଯେମିତି ଜଳୁଥିଲା

ଦେହକୁ ଦେଖାଇ

ଜଗି ରହି ପ୍ରଣୟିନୀ ସାଜି ହଜାଇ ଦିଏ ଛଳନାରେ

••••••••••••••••••

 ହାଏରେ ବିଚ଼ରା ଲଭର୍...

ରାତ୍ରିରେ ଆଳାପ କରି ରାତି ପୁହାଉଥିଲା

ଆରମ୍ଭ ହେଲା ବର୍ଷା

ହୃଦୟରେ ତେଜିଲା ଝଡ

ମନ ଗଛରୁ ବହିଲା ପବନ...

ହଜିଗଲା ସ୍ୱପ୍ନ...

•••••••••••••••••

କାହିଁକିର ଉତ୍ତର ଗୋଟିଏ ଥିଲା...

ସେ ତାର ପ୍ରଥମ ପ୍ରେମକୁ ଭୁଲି ପାରୁନି...

ତାକୁ ଭୁଲିବାକୁ ମିଛିମିଛିକା ଅଭିନୟ କରୁଥିଲା....

ହା ହା ହା....

ହତାଶିଆ ସେକେଣ୍ଡ ଲିଭରର ସେଇଟା ଥିଲା ପ୍ରଥମ ପ୍ରେମ ॥

◼◼◼ ◼◼◼

⚫ଅବିନାଶ ଦାସ: କେନ୍ଦୁଝର


Rate this content
Log in

Similar oriya poem from Romance